Railway Job: ଦଶମ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ରେଲୱେରେ ଚାକିରି ସୁଯୋଗ..

Railway Job: ଓଡ଼ିଶାରେ ରେଳବାଇରେ ନିଯୁକ୍ତି ସୁଯୋଗ। ଇଷ୍ଟକୋଷ୍ଟ ରେଳବାଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ ଚାକିରି ନେଇ ବିଜ୍ଞପ୍ତି ଜାରି କରାଯାଇଛି।

Railway Job: ଦଶମ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ରେଲୱେରେ ଚାକିରି ସୁଯୋଗ..

About the Author