Reserve Bank of India Jobs 2023: ଆରବିଆଇ ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। ଏହି ପଦବୀ ପାଇଁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ପ୍ରାର୍ଥୀ।
Trending Photos
Reserve Bank of India Recruitment 2023: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। ଯୋଗ୍ୟ ପ୍ରାର୍ଥୀ ଆରବିଆଇ ଅଫିସିଆଲ୍ ୱେବସାଇଟ୍ rbi.org.in ପରିଦର୍ଶନ କରି ଏହି ପଦବୀ ପାଇଁ ଅନଲାଇନରେ ମାଧ୍ୟମରେ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଜୁନ୍।
ଆରବିଆଇ ନିଯୁକ୍ତି ବିବରଣୀ
ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବା ପାଇଁ ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
Also Read: CUET Exam 2023: ଜାରି ହେଲା ସିୟୁଇଟି ପରୀକ୍ଷା କେନ୍ଦ୍ର, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ବୟସ ସୀମା
ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ୨୧ ବର୍ଷ ବୟସର ହୋଇଥିବା ଆବଶ୍ୟକ। ୨୦୨୩ ମେ ତାରିଖ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ହୋଇନଥିବା ଆବଶ୍ୟକ।
ଚୟନ ପ୍ରକ୍ରିୟା
ଆବେଦନ ଶୁଳ୍କ
ବେତନ ସୀମା