ଲୋକାର୍ପିତ ହେଲା ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର, ଯୋଗଦେଲେ ଏହି ସବୁ ଅଭିନେତା

ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିବା ଜଣାପଡ

ଲୋକାର୍ପିତ ହେଲା ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର, ଯୋଗଦେଲେ ଏହି ସବୁ ଅଭିନେତା

About the Author