Rituraj Singh Passes Away: ହୃଦଘାତରେ ଟେଲି ଅଭିନେତା ଋତୁରାଜ ସିଂଙ୍କ ପରଲୋକ

Rituraj Singh Passes Away: ଜଣାଶୁଣା ଟେଲିଭିଜନ ଅଭିନେତା ଋତୁରାଜ ସିଂଙ୍କ ପରଲୋକ । ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଏନେଇ ଅଭିନେତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି । ଋତୁରାଜଙ୍କ ଆକସ୍ମିକ ବିୟୋଗରେ ଟେଲିଭିଜନ ଜଗତରେ ଶୋକର ଛାୟା ଖୋଳଯାଇଛି ।

Rituraj Singh Passes Away: ହୃଦଘାତରେ ଟେଲି ଅଭିନେତା ଋତୁରାଜ ସିଂଙ୍କ ପରଲୋକ

About the Author