ଓଡ଼ିଶା ମ୍ୟୁଜିକ ଆୱାର୍ଡ ଶୋ'ରେ ଆକାଶବାଣୀର ଅଡିଓ ରିଲିଜ୍

Entertainment News: ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ମଞ୍ଚରେ ଅତିଥି ଭାବେ ଅଭିନେତା ରୋହନ ଗର୍ଗ, ଅଭିନେତ୍ରୀ ପୂଜା, ଅମର ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ, ବିଶ୍ୱ ସ୍ୱରୂପ,ଅଭିନେତ୍ରୀ ପ୍ରତିଭା ପଣ୍ଡା, କାହାଣୀକାର ଗଣେଶ ଅଗ୍ରୱାଲ, ସମାଜସେବୀ ହେମନ୍ତ‌ ସାମନ୍ତରାୟ,ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ତ୍ରିପତି ସାହୁ ଉପସ୍ଥିତ ଥିଲେ ।

ଓଡ଼ିଶା ମ୍ୟୁଜିକ ଆୱାର୍ଡ ଶୋ'ରେ ଆକାଶବାଣୀର ଅଡିଓ ରିଲିଜ୍

About the Author