Darshan Thoogudeepa arrested: କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା?

Darshan Thoogudeepa arrested: ଜଣାଶୁଣା କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ ତୋଗୁଦୀପଙ୍କୁ ହତ୍ୟା ମାମଲାରେ ଗିରଫ କରାଯାଇଛି। ଦର୍ଶନଙ୍କ ସହ ତାଙ୍କର ଅନ୍ୟ ୯ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କୁ ମାଇସୋରର ଫାର୍ମ ହାଉସରୁ ଗିରଫ କରାଯାଇଛି। କନ୍ନଡ ସିନେମାର ଏ-ଲିଷ୍ଟ ଅଭିନେତାମାନଙ୍କ ମଧ୍ୟରେ ଅଭିନେତା ଦର୍ଶନ ନାମ ଆସିଥାଏ।

Darshan Thoogudeepa arrested: କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା?
Image Credit: Darshan Thoogudeepa arrested

About the Author