Entertainment News: ନୂଆ ଓଡ଼ିଆ ସିନେମା 'ଭୋଟ'ର ଟ୍ରେଲର, ୨୩ରେ ଶୁଭମୁକ୍ତି

ଭୁବନେଶ୍ୱର:"ଭୋଟ" ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି। ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ଭୋଟ ନିର୍ମିତ ହୋଇଛି। ଆସନ୍ତା ୨୩ ଫେବୃଆରୀରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିବା ବେଳେ ଆଜି ଭୁବନେଶ୍ୱରସ୍ଥି

Entertainment News: ନୂଆ ଓଡ଼ିଆ ସିନେମା 'ଭୋଟ'ର ଟ୍ରେଲର, ୨୩ରେ ଶୁଭମୁକ୍ତି

About the Author