Chakradhar Jena Passed Away: ଲୁହରେ ଭିଜିଲା ଓଲିଉଡ, ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା

Chakradhar Jena: ଓଡି଼ଆ ସିନେ ଜଗତରୁ( Ollywood) ପୁଣି ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା (odia Actor Chakradhar Jena passed away)। ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡି଼ଛି। ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି।

Chakradhar Jena Passed Away: ଲୁହରେ ଭିଜିଲା ଓଲିଉଡ, ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା

About the Author