Advertisement
Article Detail0/zeeodisha/odisha2117936
Zee OdishaOdisha EntertainmentSonarika Bhadoria Wedding: କନ୍ୟା ସାଜିଲେ ଟେଲିଭିଜର ପାର୍ବତୀ ସୋନାରିକା, ଜାଣନ୍ତୁ କାହାକୁ କଲେ ବିବାହ

Sonarika Bhadoria Wedding: କନ୍ୟା ସାଜିଲେ ଟେଲିଭିଜର ପାର୍ବତୀ ସୋନାରିକା, ଜାଣନ୍ତୁ କାହାକୁ କଲେ ବିବାହ

Sonarika Bhadoria Wedding: ବୋହୂ ସାଜିଲେ  ‘ଦେବୋଁ କା ଦେବ.. ମହାଦେବ ଫେମ୍’ ବା ଟିଲିଭିଜନର ପାର୍ବତୀ ସୋନାରିକା ଭଦୁରିଆ ।

Sonarika Bhadoria Wedding: କନ୍ୟା ସାଜିଲେ ଟେଲିଭିଜର ପାର୍ବତୀ ସୋନାରିକା, ଜାଣନ୍ତୁ କାହାକୁ କଲେ ବିବାହ

Sonarika Bhadoria Wedding: ବୋହୂ ସାଜିଲେ  ‘ଦେବୋଁ କା ଦେବ.. ମହାଦେବ ଫେମ୍’ ବା ଟିଲିଭିଜନର ପାର୍ବତୀ ସୋନାରିକା ଭଦୁରିଆ ।

ଖବର ଅନୁଯାୟୀ, ସୋନାରିକା ଦୀର୍ଘ ଦିନର ପ୍ରେମିକ ବିକାଶ ବିକାଶ ପାରାଶରଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ରାଜସ୍ଥାନର ରଣଥୋମ୍ବୋରରେ ବେଶ ରାଜକୀୟ ଢଙ୍ଗରେ ପ୍ରେମିକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ । ବିଭିନ୍ନ ସୋସିଆଲ ମିଡ଼ିଆରେ ଉଭୟଙ୍କ ବିବାହ ଫଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

 

Add Zee News as a Preferred Source

ସୂଚନା ଥାଉ କି, ୨୦୨୨ ମସିହା ମେ ମାସରେ ଲେଡ଼ି ଲଭ ସୋନାରିକାଙ୍କୁ ମାଲଦ୍ବୀପରେ ବିବାହ ନେଇ ପ୍ରପ୍ରୋଜ କରିଥିଲେ ବିକାଶ । ଏହାପରେ ଦୁହେଁ ସେହି ବର୍ଷ ଡ଼ିସେମ୍ବର ୨୦୨୨ ରେ ଗୋଆରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧ ପ୍ରାୟ  ଦେଢ ବର୍ଷ ପରେ ଅର୍ଥାତ୍  ୨୦୨୪ ଫେବୃୟାରୀ ୧୮ ତାରିଖରେ ଉଭୟ ବିବାହ କରିଛନ୍ତି । ପ୍ରକାଶ ଥାଉ କି, ଏହି କାର୍ଯ୍ୟକ୍ରମରେ ସୋନାରିକା ଓ ବିକାଶଙ୍କ ପରିବାର ଲୋକଙ୍କ ସମେତ ଘନିଷ୍ଠ ବନ୍ଧୁ  ଓ ସମ୍ପକୀୟ ଉପସ୍ଥିତ ଥିଲେ ।

 

 

 

 

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author