Article 370: ବକ୍ସ ଅଫିସରେ ଧମାଲ କରୁଛି ୟାମିଙ୍କ ଅଭିନୀତ 'Article 370', ଜାଣନ୍ତୁ କେତେ କଲାଣି ଆୟ?

Article 370: ୟାମି ଗୌତମଙ୍କ ଅଭିନୀତ ଫିଲ୍ମ 'Article 370' ଫେବୃଆରୀ ୨୩ରେ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଥବା ଦେଖିବାକୁ ମିଳିଛି । ରିଲିଜ ହେବା ଦିନଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ଯରେ କ୍ରେଜ୍ ଦେଖିବାକୁ ମିଳିଛି ।

Article 370: ବକ୍ସ ଅଫିସରେ ଧମାଲ କରୁଛି ୟାମିଙ୍କ ଅଭିନୀତ 'Article 370', ଜାଣନ୍ତୁ କେତେ କଲାଣି ଆୟ?

About the Author