Hema Malini: ବଲିଉଡ ଅଭିନେତ୍ରୀ ହେମା ମାଳିନୀ । ଅଭିନେତ୍ରୀଙ୍କୁ ମୁମ୍ବାଇରେ ପ୍ରାଇଡ୍ ଅଫ୍ ନେସନ୍ ଆୱାର୍ଡ (pride of nation award)ରେ ସମ୍ମାନିତ କରାଯାଇଛି। ଏହି ଅଭିନେତ୍ରୀଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମ୍ମାନୀତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ। ସାମାଜିକ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନେତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ମିଡିଲ୍ ଇଷ୍ଟ ଆଚିଭର୍ସ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ହେମା :


ହେମା ମାଳିନୀଙ୍କୁ ଫିଲ୍ମଫେୟାରରେ ମିଡିଲ୍ ଇଷ୍ଟ ଆଚିଭର୍ସ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଏହି ଅଭିନେତ୍ରୀଙ୍କୁ ଦୁଇ ଦିନ ମଧ୍ୟରେ ଦୁଇଟି ପୁରସ୍କାରରେ ସମ୍ମାନିତ କରାଯାଇଛି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ,' ମୁଁ ସମସ୍ତ ପ୍ରଶଂସକଙ୍କ ନିକଟରେ ବହୁତ କୃତଜ୍ଞ। ହିନ୍ଦୀ ସିନେମାରେ ମୁଁ ଯାହା କରିଛି, ମୋର ପ୍ରଶଂସକଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି । '


୧୯୬୮ରେ କ୍ୟାରିଅର୍ ଆରମ୍ଭ କରିଥିଲେ ହେମା ମାଳିନୀ :
ହେମା ମାଳିନୀ ୧୯୬୮ ମସିହାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। 'ସପନୋ କି ସୌଦାଗର'(Sapno Ka Saudagar)ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ତାଙ୍କୁ ଫିଲ୍ମ 'ଶିମଲା ମିର୍ଚ'ରେ ମଧ୍ୟ ଦେଖିବାକୁ ମିଳିଥିଲା । ହେମା ବଲିଉଡ୍ ଇଣ୍ତଷ୍ଟ୍ରିରେ ଡ୍ରିମ୍ ଗର୍ଲ ନାଁରେ ମଧ୍ୟ ପରିଚିତ । 


ହେମା ମାଳିନୀ ନିଜର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା :
ହେମା ମାଳିନୀ ହିନ୍ଦୀ ସିନେମାରେ ଚମତ୍କାର ଅଭିନୟ ପାଇଁ ବେଶ ଜଣାଶୁଣା । ହେମା ତାଙ୍କ ଅଭିନୟ ସହିତ ସୁନ୍ଦର ଚେହେରା ପାଇଁ ମଧ୍ୟ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ହେମା ମାଳିନୀ ନିଜ ସୌନ୍ଦର୍ଯ୍ୟର ଯାଦୁରେ ଆଜିବି ଲକ୍ଷେ ହୃଦୟରେ  ରାଜ୍ କରୁଛନ୍ତି । 


ଏହାବି ପଢନ୍ତୁ : Bhola Teaser Out: 'ଭୋଲା'ର ଟିଜର ରିଲିଜ୍, ଦମଦାର ଲୁକରେ ନଜର ଆସିଲେ 'ସିଙ୍ଗମ୍'


ଏହାବି ପଢନ୍ତୁ : Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....


ଏହାବି ପଢନ୍ତୁ : Happy Birthday Karthik Aryan: ୧୧ ବର୍ଷ କ୍ୟାରିୟରରେ ୫ ଗର୍ଲଫ୍ରେଣ୍ତ, ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀଙ୍କ ସହ ଥିଲା Affairs ?


ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା


ଏହାବି ପଢନ୍ତୁ : Drishyam 2 Ott Release: ସୁପରହିଟ୍ 'ଦୃଶ୍ୟମ ୨' ! ଏହି ଦିନ ଓଟିଟିରେ ହେବ ରିଲିଜ୍


ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି


ଏହାବି ପଢନ୍ତୁ : Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ