Actor Pass away: ୪୫ ବର୍ଷ ବୟସରେ ପ୍ରାଣ ହରାଇଲେ ଏହି ଲୋକପ୍ରିୟ ଅଭିନେତା, ଗାଧୁଆ ଘରୁ ମିଳିଲା ମୃତ ଦେହ

Actor Pass away: ଅଭିନେତା ପ୍ରଦୀପ କେ ବିଜୟାନଙ୍କ ନିଶ୍ୱାସ-ପ୍ରଶ୍ୱାସ ଏବଂ ମୁଣ୍ଡ ବୁଲାଇବା ଭଳି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ତେବେ ତାଙ୍କ କିପରି ମୃତ୍ୟୁ କିପରି ହୋଇଛି ସେନେଇ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରଦିପଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି। ଅଭିନେତା ପ୍ରଦୀପ କେ ବିଜୟନ୍ ‘ଥେଗିଡି’ରେ ଅଭିନୟ କରିଥିବା ଚରିତ୍ର ପାଇଁ ବହୁତ ଲୋକପ୍ରିୟ ଥିଲେ।

Actor Pass away: ୪୫ ବର୍ଷ ବୟସରେ ପ୍ରାଣ ହରାଇଲେ ଏହି ଲୋକପ୍ରିୟ ଅଭିନେତା, ଗାଧୁଆ ଘରୁ ମିଳିଲା ମୃତ ଦେହ

About the Author