ଚର୍ଚ୍ଚାରେ ସୁସ୍ମିତା ଦାସଙ୍କ 'ସାଇକେଲ୍'

ନିକଟରେ ଅରୋମିରା ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ରିଲିଜ୍ ହୋଇଥିବା ରୋମାଞ୍ଚକର ଗୀତ 'ସାଇକେଲ୍' କୁ ମିଳୁଛି ପ୍ରଶଂସା ଏବଂ ଦର୍ଶକ ମଧ୍ୟ ଗୀତଟିକୁ ବେଶ୍ ପସନ୍ଦ କରିଥିବା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ।

ଚର୍ଚ୍ଚାରେ ସୁସ୍ମିତା ଦାସଙ୍କ 'ସାଇକେଲ୍'

About the Author