Advertisement

Weather report 

alt
Jan 21,2026, 17:13 PM IST
alt
ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ନୂଆବର୍ଷରେ ମଧ୍ୟ ଅସହ୍ୟ ଜାଡ଼ ଅନୁଭୂତ ହେବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି। ରବିବାର ୧୫ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୩.୬ ଡିଗ୍ରୀରେ ଥରିଥିଲା ଓଡ଼ିଶା । ସେମିଳିଗୁଡ଼ାରେ ୫.୨, ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬, କୋରାପୁଟରେ ୬.୪, ଝାରସୁଗୁଡ଼ାରେ ୬.୫, ରାଉରକେଲାରେ ୭, ଅନୁଗୁଳରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୬ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୪.୮, ଫୁଲବାଣୀରେ ୧.୮, କଟକରେ ୧.୫, ଭବାନୀପାଟଣାରେ ୧.୪ ଓ ଗୋପାଳପୁରରେ ସ୍ୱାଭାବିକଠାରୁ ୧ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ଡିସେମ୍ବର ମାସର ଚତୁର୍ଥ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।
Dec 30,2025, 18:39 PM IST
View More

Trending news