Urfi Javed: ନିଜ ନଖକୁ ଓପାଡ଼ି ଡ୍ରେସ କରିଦେଲେ ଉର୍ଫି, ଫ୍ୟାନ୍ସ ଆଶ୍ଚର୍ଯ୍ୟ
Advertisement

Urfi Javed: ନିଜ ନଖକୁ ଓପାଡ଼ି ଡ୍ରେସ କରିଦେଲେ ଉର୍ଫି, ଫ୍ୟାନ୍ସ ଆଶ୍ଚର୍ଯ୍ୟ

Urfi Javed New Dress: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଉର୍ଫି 'ମେରୀ ଦୁର୍ଗା' ଏବଂ 'ବେପନ୍ନା' ଭଳି ସିରିଏଲରେ କାମ କରି ଯେତିକି ଲୋକପ୍ରିୟତା ହାସଲ କରି ନାହାଁନ୍ତି । ତାଙ୍କ ଅତରଙ୍ଗୀ ପୋଷାକ ତାଙ୍କୁ ଦେଇଛି ନୂଆ ପରିଚୟ ।

Urfi Javed: ନିଜ ନଖକୁ ଓପାଡ଼ି ଡ୍ରେସ କରିଦେଲେ ଉର୍ଫି, ଫ୍ୟାନ୍ସ ଆଶ୍ଚର୍ଯ୍ୟ

Urfi Javed New Dress: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଉର୍ଫି 'ମେରୀ ଦୁର୍ଗା' ଏବଂ 'ବେପନ୍ନା' ଭଳି ସିରିଏଲରେ କାମ କରି ଯେତିକି ଲୋକପ୍ରିୟତା ହାସଲ କରି ନାହାଁନ୍ତି । ତାଙ୍କ ଅତରଙ୍ଗୀ ପୋଷାକ ତାଙ୍କୁ ଦେଇଛି ନୂଆ ପରିଚୟ ।  ଉର୍ଫିଙ୍କ ଏହି ଅଡ ଫ୍ୟାସନକୁ ତାଙ୍କ ପ୍ରଶଂସକମାନେ  ପସନ୍ଦ କରୁଥିବା ବେଳେ ଆଉ ଟ୍ରୋଲର୍ସ ମଧ୍ୟ ତାଙ୍କୁ ଟ୍ରୋଲ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ୨୦୨୨ ଶେଷ ହେବକୁ ବସିଲାଣୀ , ବର୍ଷର ଶେଷ ଦିନରେ ମଧ୍ୟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଉର୍ଫିଙ୍କ ଆଉଟଫିଟ ।  

ପୂର୍ବରୁ ଉର୍ଫି ବ୍ଲେଡ,ଛୁଞ୍ଚି,କାଚ ଖଣ୍ଡ, ମୋବାଇଲ୍, ସିମ୍ କାର୍ଡ ଏବଂ କୋଲ୍ଡ ଡ୍ରିଙ୍ଗସ ବୋତଲ ଠିଫିରୁ ପ୍ରସ୍ତୁତ ହୋଇଥିବା ଆଉଟଫିଟରେ ନଜର ଆସିଛନ୍ତି। କିନ୍ତୁ ଆଜି ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି  ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ବର୍ତ୍ତମାନ ନଖରେ ତିଆରି ହୋଇଥିବା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଆପଣଙ୍କୁ ଏହି ଖବରଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ ।

 

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ଉର୍ଫି ଜାଭେଦ ନଖରେ ତିଆରି ପୋଷାକ ପିନ୍ଧିଲେ:

ଉର୍ଫି ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏଭଳି ଏକ ଭିଡିଓ ସେୟାର କରିଛନ୍ତି ।  ପ୍ରଥମେ ଭିଡିଓରେ ଦେଖିବାକୁ ମିଳିଛି ଯେ,ଉର୍ଫି ତାଙ୍କ ବନ୍ଧୁଙ୍କ ସହ ବସି ପଇଡ ପାଣି ପିଉଛନ୍ତି । ପରେ ଉର୍ଫିଙ୍କ ହାତ ନଖ ଉପୁଡି ଯାଉଛି। ଏବଂ ପରେ ତାହା ଦେଖି ଉର୍ଫି ମନ ଦୁଃଖ କରୁନ୍ତି, ଏହାପରେ ଉର୍ଫିଙ୍କ ବନ୍ଧୁ,ତାଙ୍କୁ କହୁଛନ୍ତି, ତୋର କଣ ଅଛି, ତୁ ଏଥିରୁ ମଧ୍ୟ ନିଜ ପୋଷାତ ପ୍ରସ୍ତୁତ କରିପାରିବୁ । ପରେ ଅଭିନେତ୍ରୀ ସେଥିରୁ ନିଜର ଆଉଟଫିଟ୍ ପ୍ରସ୍ତୁତ କରୁଛନ୍ତି । 

ଏହାବି ପଢନ୍ତୁ : Virat And Anushka : New Year ପୂର୍ବରୁ କାହିଁକି ଦେଶ ଛାଡିଲେ ବିରାଟଙ୍କ ପରିବାର ?

ଏହାବି ପଢନ୍ତୁ : Anubhav Reaction : ରାଣୀଙ୍କ ବିବାହ ପ୍ରସ୍ତାବରେ ଏଭଳି ଜବାବ ଦେଲେ ଅନୁଭବ

ବାଇଗଣୀ ରଙ୍ଗ ନଖରେ ତିଆରି ଟପ୍ ଓ ସ୍କର୍ଟ ପିନ୍ଧିଥିବା ଉର୍ଫିଙ୍କୁ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ସେ ନଖରୁ ପ୍ରସ୍ତୁତ ହୋଇଥିବା ନେକଲେସ୍ ମଧ୍ୟ ପିନ୍ଧିଛନ୍ତି । ତେବେ,ବାଇଗଣୀ ରଙ୍ଗ ନଖରେ ତାଙ୍କର ଏହି ପୋଷାକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ସେୟାର କରି ଏକ ଉର୍ଫି ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଏହି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି,୨୦୨୨ର ସବୁଠାରୁ ଖରାପ ପୋଷାକ, ସବୁଠାରୁ ଅଶ୍ଳୀଳ, ସବୁଠାରୁ ଲଜ୍ଜାଜନକ,ସବୁଠାରୁ ନାପସନ୍ଦ ବ୍ୟକ୍ତି ହେଉଛନ୍ତି ଉର୍ଫି ଜାଭେଦ୍। ଉର୍ଫି ଜାଭେଦର ଏହି ଅତରଙ୍ଗୀ ପୋଷାକ ଦେଖି ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି।