puri news

ସ୍ନାନଯାତ୍ରା ପୂର୍ବରୁ ଉଠିବ ତିନି ରଥର ଚାରିନାହାକା, ଚାଲିଛି ଜୋରସୋରରେ ନିର୍ମାଣ କାର୍ଯ୍ୟ

ଅଖଚକ ଡେରା ପରେ ଦଣ୍ଡା ପଡି ମୁହାଁଟ ଲଗାଯାଇ ଫ୍ରେମକୁ କଳସା ଯାଇଛି । ଆଜି କମାର ସେବକ ମାନେ ଅଖ ଓ ଦଣ୍ଡା ମଜବୁତ ରହିବା ପାଇଁ ପ୍ରତିରଥରେ ୭୦ଟି ଲେଖାଏଁ ଦଣ୍ଡାକଣ୍ଟା ବାଡିଆ କରାଯାଇଛି । 

Jun 15, 2021, 08:35 AM IST

କୋରୋନାର ଗୋଷ୍ଠୀ ସଂକ୍ରମଣକୁ ହାତ ଠାରି ଡାକୁଛି ପ୍ରଶାସନ

କୋଭିଡ ମେଡିକାଲ (Covid Hospital) ଆବର୍ଜନାକୁ ପରିଚାଳନା ପାଇଁ ନିୟମ ରହିଥିବା ବେଳେ ତାହାର ଖୋଲାଖୋଲି ଉଲଂଘନ ହୋଇଛି। ତେଣୁ କିଭଳି ଭାବେ ପରିବେଶକୁ ପ୍ରଦୂଷିତ (Pollution) କରୁଛନ୍ତି ତାହା ଆଜି ପରିବେଶ ଦିବସରେ ସ୍ପଷ୍ଟ ହୋଇଯାଇଛି।

Jun 5, 2021, 08:57 PM IST

ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ

ଏହି ସମୟରେ କେବଳ ଭକ୍ତଙ୍କ ପାଇଁ ଘରେ ଲକଡାଉନରେ ରହି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦା ଚାପ । 

मई 14, 2021, 11:23 PM IST

ଜଳିଗଲା ଭୁବନେଶ୍ୱରୀ, ଶାରଳା ଓ ମା' ଜୟଦୁର୍ଗା

୩ଟି ଘରୋଇ ବସ ଭୁବନେଶ୍ୱରୀ, ଶାରଳା ଓ ମା' ଜୟଦୁର୍ଗା ସମ୍ପୂର୍ଣ୍ଣ ଜଳି ଯାଇଥିବା (Bus Burn) ସୂଚନା ମିଳିଛି। 

Mar 15, 2021, 07:44 PM IST

ଖୋଦ୍ ଭକ୍ତ ନିବାସରେ ଅସୁରକ୍ଷିତ ଭକ୍ତ, ମହିଳାଙ୍କ ଗାଧୁଆ ଫଟୋ ଉଠାଇ ଜଣେ ଗିରଫ

ଖୋଦ୍ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ଭକ୍ତ ଅସୁରକ୍ଷିତ। ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଟାଉନଥାନା ସମ୍ମୁଖ ନୀଳାଚଳ ଭକ୍ତ ନିବାସରୁ। 

Feb 15, 2021, 08:13 AM IST

କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ

ଏସଓପିରେ (SOP) ହେଲା କୋହଳ। ଆଗାମୀ ଦିନରେ ସାନିଟାଇଜେସନ (Sanitization) ପାଇଁ କୌଣସି ରବିବାର ହେବ ନାହିଁ ଶ୍ରୀମନ୍ଦିର (Sri Mandir) ବନ୍ଦ। ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ କରାଯିବ ସାନିଟାଇଜେସନ। ସିଂହଦ୍ଵାର ଦେଇ ପ୍ରବେଶ ଓ ତିନିଦ୍ୱାର ଦେଇ ଭକ୍ତମାନେ କରିବେ ପ୍ରସ୍ତାନ। ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେ

Feb 11, 2021, 10:14 AM IST

ପୁରୀରେ ଦେହ ବ୍ୟବସାୟ, କିଙ୍ଗପିନ ଗିରଫ

ପୁରୀରେ ଚାଲିଛି ଖୋଲାଖୋଲି ଦେହ ବ୍ୟବସାୟ । 

Feb 8, 2021, 10:14 AM IST

ଅମାପ ସମ୍ପତ୍ତିର ଅଧିକାରୀ ଲାଞ୍ଚୁଆ ଆରଆଇ ବସନ୍ତ ମହାନ୍ତି

 ଭିଜିଲାନ୍ସ ପଞ୍ଝାରେ କୋଟିପତି ଅବସରପ୍ରାପ୍ତ ଆରଆଇ ବସନ୍ତ ମହାନ୍ତି। ଲାଞ୍ଚୁଆ ଆରଆଇ ଅବସର ନେବା ପରେ ବି ସରକାର ତାଙ୍କୁ ଦେଇଥିଲେ ପୁନଃ ନିଯୁକ୍ତି।

Jan 30, 2021, 09:44 AM IST

ବିନା କୋଭିଡ଼ ରିପୋର୍ଟରେ ଜଗା ଦର୍ଶନ, ୩୦ ହଜାର ଲୋକଙ୍କୁ ଅନୁମତି

ଆଜିଠାରୁ ବିନା କୋଭିଡ଼ ସାର୍ଟିଫିକେଟରେ (Covid Report) ଆରମ୍ଭ ହୋଇଛି ଶ୍ରୀମନ୍ଦିର ଦର୍ଶନ । 

Jan 21, 2021, 08:57 AM IST

ପୁରୀରେ ସର୍ବସାଧାରଣ ଦର୍ଶନ ଆଜି ସାମୟିକ ବନ୍ଦ

ପୁରୀ ମନ୍ଦିର ପ୍ରଶାସନଙ୍କ (Puri Temple Administration) ତରଫରୁ ମିଳିଥିବା ସୂଚନା ମୁତାବକ ଆଜି ମହାପ୍ରଭୁଙ୍କର (Mahaprabhu) ବନକଲାଗି ନୀତି (Banaklagi Culture) ଅନୁଷ୍ଠିତ ହେବ ।

Jan 20, 2021, 08:46 AM IST

ଆଜି ମକର, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା। 

Jan 14, 2021, 03:01 PM IST

କାଲିଠୁ କାଳିଆ ଆଗରେ ସବୁ ସମାନ

କେବଳ ସେବାୟତ କି ପୁରୀ (Puri) ସହରବାସୀ ନୁହେଁ ଏବେ ଶ୍ରୀମନ୍ଦିରରେ ସର୍ବସାଧାରଣ ମହାପ୍ରଭୁ (Lord Jagannath) ଙ୍କର ଦର୍ଶନର ସୁବିଧା ପାଇବେ। ସେ ନେଇ ଶ୍ରୀମନ୍ଦିର (Srimandir) ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ SOP ଜାରି ହୋଇଛି।

Jan 2, 2021, 09:06 PM IST

ସାଧାରଣ ଦର୍ଶନ ପାଇଁ ମନ୍ଦିର ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଦୀର୍ଘ ୯ ମାସ ପରେ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ (Lord Jagannath) ଦର୍ଶନ କରିବା ଆରମ୍ଭ କରିଛି। ହେଲେ ପ୍ରାଥମିକ ପର୍ଯ୍ୟାୟରେ ଗତକାଲି ଠୁ ଶ୍ରୀମନ୍ଦିର ସେବାୟତ ଲଗାତାର ଦୁଇ ଦିନ ଦର୍ଶନ କରିଥିବା ବେଳେ ଆସନ୍ତାକାଲି ଯାଏଁ ସେମାନଙ୍କର ଦର୍ଶନ ବ୍ୟବସ୍ଥା ରହିଛି  । ସେପଟେ ୨୬ ତାରିଖରୁ ଆରମ୍ଭ ହେବ ପୁରୀ ପୌରସଂସ୍ଥାବାସୀ

Dec 25, 2020, 09:11 AM IST

ପରମ୍ପରାକୁ ବଞ୍ଚାଇ ରଖିବେ ଛାତ୍ରଛାତ୍ରୀ

ମଠାଧିଶ ଶ୍ରୀନିବାସ ଦାସଜୀ ମହାରାଜ (Srinibash Dasji Maharaj) ଶ୍ରୀଜଗନ୍ନାଥଙ୍କ ସହ ମଠ ସଂସ୍କୃତିର କଣ ରହିଛି ସମ୍ପର୍କ ତାହା ଉପରେ ଛାତ୍ରୀଙ୍କୁ ଆଲୋକପାତ କରାଇଛନ୍ତି।

Dec 23, 2020, 08:46 AM IST

ଖୋଲିଲା ଶ୍ରୀମନ୍ଦିର, ପ୍ରାଥମିକ ପର୍ଯ୍ୟାୟରେ ୫ ହଜାରଙ୍କୁ ଅନୁମତି

ଖୋଲିଲା ଜଗା ଦୁଆର, ଭାବ ବିହ୍ୱଳ ଭକ୍ତ

Dec 23, 2020, 08:27 AM IST

କେବେ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ହେବ ଧାର୍ଯ୍ୟ

ବଢୁଛି ଶ୍ରୀମନ୍ଦିର ଖୋଲିବା ଦାବି। କୋରୋନା ମହାମାରୀ (Corona Pandemic) ଯୋଗୁଁ ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନରୁ ବଞ୍ଚିତ ଭକ୍ତ। 

Dec 11, 2020, 01:19 PM IST

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ଲାଞ୍ଚ ଅଭିଯୋଗ, ଭିଡ଼ିଓ ଭାଇରାଲ

ଅବ୍ୟବସ୍ଥା ପାଇଁ ପୁଣି ଚର୍ଚ୍ଚାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (Puri DHH)। ଏହାର ପ୍ରମାଣ ଦେଇଛି ସୋସିଆଲ ମିଡିଆରେ (Social Media) ଘୁରି ବୁଲୁଥିବା ଭିଜୁଆଲ (Viral Visual)। 

Dec 7, 2020, 11:51 AM IST

ପୁରୀ ହାଜତ ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ମୃତ୍ୟର ରହସ୍ୟ

ବିଳମ୍ବରେ ରମେଶଙ୍କ ଶବବ୍ୟବଛେଦ ରିପୋର୍ଟ (PM report) ଆସିବା ନେଇ ଏବେ ପୁରୀରେ ତୁମ୍ବିତୋଫାନ ଆରମ୍ଭ ହୋଇଛି। ପ୍ରଶାସନ ଜାଣିଶୁଣି ରମେଶଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ଅବହେଳା କରୁଛି ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି। 

Dec 5, 2020, 11:31 PM IST

ତଦନ୍ତ ସରିନି, ଫେରିଲା ଚନ୍ଦ୍ର-ସୂର୍ଯ୍ୟ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶର (Nagarjuna Besa) ଏକାଧିକ ଅଂଶ ଗାଏବ ହୋଇଯାଇଛି। ପ୍ରଥମେ ଚନ୍ଦ୍ରସୂର୍ଯ୍ଯ (Sun-Moon) ଗାଏବ ହେବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ବିଧାନସଭାରେ ମଧ୍ୟ ଚର୍ଚ୍ଚାର ଖୋରାକ ପାଲଟିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାର ଏକ ସପ୍ତାହ ପରେ ଅର୍ଥାତ ଆଜି ଶ୍ରୀମନ୍ଦିର (Sri

Dec 4, 2020, 05:56 PM IST

ସରିଲା ଦୁର୍ଲଭ ଦର୍ଶନ, ଏବେ ନୀତି ବିଳମ୍ବର କାରଣ ଖୋଜା

Nagarjuna Besa: ରତ୍ନ ସିଂହାସନରେ ଝଲସୁଛନ୍ତି ମହାପ୍ରଭୁ। ଦୁର୍ଲଭ ନାଗାର୍ଜୁନ (Nagarjuna Besa) ବେଶରେ ସୁସଜ୍କିତ ହୋଇଛନ୍ତି କାଳିଅ ସାଆନ୍ତେ (Lord Jagannath)। ସେପଟେ ସିଂହାରୀ ସେବାୟତ (Sinhari Sebayat) ଓ ଖୁଣ୍ଟିଆ ମେକାପ (Khuntia-mekapa Sebayat) ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗ

Nov 28, 2020, 10:41 AM IST