ପ୍ରବାସୀଙ୍କ ପାଇଁ ଏମିତି ହେଲା....

ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ପ୍ରଥମ ଦଫାରେ ଗଞ୍ଜାମରେ କୋରୋନା ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗୁଜୁରାଟ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରୁ ପ୍ରବାସୀମାନେ ଫେରିଲେ । ଯେଉଁଥିପାଇଁ କୋରୋନା ସଂକ୍ରମଣ ହୋଇଛି ।

ପ୍ରବାସୀଙ୍କ ପାଇଁ ଏମିତି ହେଲା....
Image Credit: ଫାଇଲ ଫଟୋ

About the Author