Top 10 Headlines from 2nd July 2024: ଉତ୍ତରପ୍ରଦେଶର ହାଥରସ୍ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ୧୧୬ଜଣଙ୍କ ପ୍ରାଣ ଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
Top 10 Headlines from 1st July 2024: ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କ କେବଳ ଅଭିଯୋଗ ଶୁଣି ନ ଥିଲେ ବରଂ ତୁରନ୍ତ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
Top 10 News Headlines from 30th June 2024: ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୭ ରନରେ ଜିତି କୋଟି-କୋଟି ଲୋକଙ୍କ ସ୍ୱପ୍ନ ପୂରଣ କରିଛି। ଏହି ଚମତ୍କାର ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହେବାରେ ଲାଗିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
Top 10 Afternoon Headlines from 29th June 2024: ବିରାଟ କୋହଲିଙ୍କ ୫୯ ବଲରେ ୭୬ ରନ ସହାୟତାରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ୭ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
Top 10 Afternoon Headlines from 29th June 2024: ସରକାର ବଦଳିବା ପରେ ଧୀରେ ଧୀରେ ସବୁ ଯୋଜନା ବଦଳାଯାଉଛି। ଏହାରି ମଧ୍ୟରେ ଲକ୍ଷ୍ମୀ ବସ ନାଁକୁ ନେଇ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
ଭୁବନେଶ୍ୱର: ଲୋକସଭାରେ ଚାଲିଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟର ୧୯ ଜଣ ସଦସ୍ୟ ଆଜି ଶପଥପାଠ କରିବେ। ଗତକାଲି ଦୁଇଜଣ ସାଂସଦ ଜୁଏଲ୍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଥିବାରୁ ଶପଥ ଗ୍ରହଣ କରିଥିଲେ। ଆଜି ଦ୍ୱିତୀୟ ଦିନରେ ଅବଶିଷ୍ଟ ୧୯ ଜଣ ସଦସ୍ୟ ଦାୟିତ୍ୱ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଆ, ଇଂରାଜୀ, ସମ୍ବ
ଉଚ୍ଚଶିକ୍ଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ ତଥା ଯୁବ ବିଧାୟକ ତଥା ଧାମନଗର ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଏକ ଭିଡିଓ ବେଶ୍ ଭାଇରାଲ୍ ହେଉଛି। ଏଥିରେ ସେ ସାଙ୍ଗ ମାନଙ୍କ ସହ ଖଟିରେ ଝୁମୁଥିବା ନଜରକୁ ଆସିଛନ୍ତି। ଏହି ଭିଡିଓରେ ମଦ ବୋତଲକୁ ଦର୍ଶାଯାଇ ସେ ଜଣେ ମାତାଲି ବୋଲି ପରିଚୟ ଦେବାକୁ ଉଦ୍ୟମ କରାଯାଇଛି।
ଏନେଇ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆବଶ୍ୟକ ସମୀକ୍ଷା କରିବା ସହ ବିଧି ଅନୁସାରେ ସୁରକ୍ଷାବ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ବ୍ୟବସ୍ଥା ଲାଗି ୬୮ ପ୍ଲାଟୁନ ପୁଲିସ ମୁତୟନ ରହିଛନ୍ତି।
Top 10 News Headlines Odisha 16 June 2024: NEET UG 2024 ର ଫଳାଫଳରେ ଅନିୟମିତତା ଅଭିଯୋଗ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଆକୁ ଟାର୍ଗେଟ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines Odisha 15 June 2024:ଶନିବାର ଦିନ ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...
ମୁଖ୍ୟମନ୍ତ୍ରୀ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାରେ ମଧ୍ୟ ଅନେକ କାରକ ବାଧକ ହେଉଥିବାରୁ ଘରେ ପଶୁ ପଶୁ ଚାଳ ବାଜିବା ଆରମ୍ଭ ହୋଇଛି। ଆସନ୍ତୁ ନଜର ପାଇବା କିଛି ପ୍ରମୁଖ ବିନ୍ଦୁ ଉପରେ ଯେଉଁଗୁଡ଼ିକ ଏହି ତିନିଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆଗରେ ଆହ୍ୱାନ ହୋଇଛି।
Top 10 News Today: ନୂଆ ସରକାର ଗଠନ ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଲା, ଖୁସି ପ୍ରକଟ କଲେ ଶ୍ରଦ୍ଧାଳୁ... ଚୁଟକୀରେ ପଢିନିଅନ୍ତୁ ୧୦ଟି ଖବର
Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...
Top 10 News Headlines Odisha 12 June 2024: ଆଜି (୧୨ ଜୁନ୍) ରାଜ୍ୟକୁ ମୋହନ ଚରଣ ମାଝିଙ୍କ ରୂପରେ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ଜନତା ମୈଦାନରେ ଅନୁଷ୍ଠିତ ଶପଥ ସମାରୋହ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶପଥ ପାଠ କରାଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...
ଆଞ୍ଚଳିକ ସାମ୍ୟ ପ୍ରତିଷ୍ଠା ଦିଗରେ ଦଳ ଚେଷ୍ଟା କରିପାରେ। ଏହିକ୍ରମରେ କୋରାପୁଟରୁ ରଘୁରାମ ମାଛ, ମାଲକାନଗିରିର ନରସିଂହ ମାଡ଼କାମୀ, ମୟୁରଭଞ୍ଜର ଭାସ୍କର ମଢ଼େଇ, ପ୍ରକାଶ ସୋରେନ୍ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଛି।
ଏତେସବୁ ଚର୍ଚ୍ଚା ଭିତରେ ଆମକୁ ଅପେକ୍ଷା କରିବାକୁ ପଡ଼ିବ ଆଉ କିଛି ଘଣ୍ଟା। ସନ୍ଧ୍ୟା ୫ଟା ପରେ ଏହି ନାଁଗୁଡ଼ିକ ଧୀରେ ଧୀରେ ଆସ ସାମ୍ନାକୁ ଆସିବାକୁ ଲାଗିବ, ଯେତେବଳେ ରାଜ୍ୟପାଳ ଜଣେ ପରେ ଜଣଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇବେ।
ଅଣ କଂଗ୍ରେସ ରାଜନୀତିଭାବେ ମୁଣ୍ଡ ଟେକିଥିବା ଏହି ରାଜନୀତି କ୍ରମଶଃ ରାଜ୍ୟ ରାଜନୀତିରେ ଅଣ-ବିଜେଡି ହୋଇ ରାଜ୍ୟ ଶାସନଗ୍ରହଣ କରିଛି। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଯାହା ଆପଣ ଜାଣିବା ଆବଶ୍ୟକ।
Top 10 News Headlines Odisha 11 June 2024: ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ତାଙ୍କ ନାଁକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବସମ୍ମତିକ୍ରମେ ନେତା ଭାବେ ଘୋଷଣା କରାଯାଇଥିବା କହିଥିଲେ। ଏହାଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଉପମୁଖ୍ୟମନ୍ତ୍ରୀ ହେବେ କନକବର୍ଦ୍ଦନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ବୋଲି ଶ୍ରୀ ସିଂହ କହିଥିଲେ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...
ଭୁବନେଶ୍ୱର: ଆସନ୍ତା କାଲି ବୁଧବାର ଜୁନ ୧୩ ତାରିଖରେ ରାଜ୍ୟ ତାର ନୂଆ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛି। ଜନତା ମୈଦାନରେ ଏକ ଭବ୍ୟ ସମାରୋହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ