Amla Side Effects: ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି

Amla Side Effects: ଅଁଳାକୁ ଶୀତ ଦିନିଆ ସୁପରଫୁଡ୍ ମଧ୍ୟ କୁହାଯାଏ । ଅଁଳାର ପୋଷକ ତତ୍ତ୍ୱ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଖାଇବା ସହିତ ଏହାକୁ ଅନେକ ପ୍ରକାରର ଔଷଧରେ ମଧ୍ୟ ବ୍ୟବହୃତ ହୁଏ । ତଥାପି, ଅଁଳା ସମସ୍ତଙ୍କୁ ଲାଭ ଦିଏ ନାହିଁ ଓ କିଛି ନିର୍ଦ୍ଦିଷ୍ଟ ଅବସ୍ଥାରେ ଥିବା ଲୋକମାନେ ଏହାର ସେବନ ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିପାରନ୍ତି । ଆସନ୍ତୁ ଜାଣିବା କେଉଁ ଲୋକମାନେ ଅଁଳା ଖାଇବା ଉଚିତ୍ ନୁହେଁ ।

Amla Side Effects: ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି

About the Author