IPhone Discount Sale: ଆରମ୍ଭ ହେଲା ଆପଲ୍ ଫେଷ୍ଟିଭ୍ ସିଜିନ୍ ସେଲ୍, ଏହି ବ୍ୟାଙ୍କର କାର୍ଡ ଥିଲେ ମିଳିବ ଭାରି ଡିସକାଉଣ୍ଟ..
Advertisement
Article Detail0/zeeodisha/odisha1917350

IPhone Discount Sale: ଆରମ୍ଭ ହେଲା ଆପଲ୍ ଫେଷ୍ଟିଭ୍ ସିଜିନ୍ ସେଲ୍, ଏହି ବ୍ୟାଙ୍କର କାର୍ଡ ଥିଲେ ମିଳିବ ଭାରି ଡିସକାଉଣ୍ଟ..

IPhone Discount Sale: ଏବେ ଭାରତରେ ଆଇ-ଫୋନର କ୍ରେଜ ଦିନକୁ ଦିନ ବଡ଼ିବାରେ ଲାଗିଛି। ଯେଉଁ ଫୋନକୁ ବ୍ୟବହାର କରିବା ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ସାତ ସ୍ୱପ୍ନ ଥିଲା ଏବେ ଖୁବ୍ ସହଜରେ ସେମାନେ ଆଇ-ଫୋନ କିଣି ବ୍ୟବହାର କରୁଛନ୍ତି। ତେବେ ଆଜିଠାରୁ ବାର୍ଷିକ ଆପଲ୍ ଫେଷ୍ଟିଭ୍ ସିଜିନ୍ ସେଲ୍‌ ଆରମ୍ଭ ହୋଇଛି।

IPhone Discount Sale: ଆରମ୍ଭ ହେଲା ଆପଲ୍ ଫେଷ୍ଟିଭ୍ ସିଜିନ୍ ସେଲ୍, ଏହି ବ୍ୟାଙ୍କର କାର୍ଡ ଥିଲେ ମିଳିବ ଭାରି ଡିସକାଉଣ୍ଟ..

IPhone Discount Sale: ଏବେ ଭାରତରେ ଆଇ-ଫୋନର କ୍ରେଜ ଦିନକୁ ଦିନ ବଡ଼ିବାରେ ଲାଗିଛି। ଯେଉଁ ଫୋନକୁ ବ୍ୟବହାର କରିବା ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ସାତ ସ୍ୱପ୍ନ ଥିଲା ଏବେ ଖୁବ୍ ସହଜରେ ସେମାନେ ଆଇ-ଫୋନ କିଣି ବ୍ୟବହାର କରୁଛନ୍ତି। ତେବେ ଆଜିଠାରୁ ବାର୍ଷିକ ଆପଲ୍ ଫେଷ୍ଟିଭ୍ ସିଜିନ୍ ସେଲ୍‌ ଆରମ୍ଭ ହୋଇଛି।ଯେଉଁଥିରେ ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍, ଏୟାରପୋଡ୍ ଏବଂ ଅନ୍ୟାନ୍ୟ ଡିଭାଇସ ଭଲ ଡିସକାଉଣ୍ଟ ଓ ଅଫରରେ ମିଳୁଛି। ବିଭିନ୍ନ ବ୍ୟାଙ୍କର କ୍ରେଡିଟ କାର୍ଡ ଓ ଡେବିଟ୍ କାର୍ଡ ଉପରେ ଅନେକ ମାତ୍ରାରେ ରିହାତି ମିଳୁଥିବା ଦେଖିବାକୁ ମିଳିଛି। ତେବେ ସର୍ବାଧିକ ରିହାତି HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣ ପାଇ ପାରିବେ।

ଗ୍ରାହକମାନେ ବର୍ତ୍ତମାନ ଆଇ-ଫୋନ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସରେ ୬,୦୦୦ ଟଙ୍କା, ଆଇ-ଫୋନ ୧୫ ଏବଂ ୧୫ ପ୍ଲସରେ ୫୦୦୦ ଟଙ୍କା ଏବଂ ଆଇ-ଫୋନ ୧୪ ଏବଂ ଆଇ-ଫୋନ ୧୪ ପ୍ଲସରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ ।ମାକବୁକ୍ ଉପରେ ମଧ୍ୟ ଭଲ ଡିସକାଉଣ୍ଟ ମିଳୁଛି । ବିଭିନ୍ନ ମାକବୁକ୍(Macbook)ମଡେଲଗୁଡିକ ମଧ୍ୟ ସେଲରେ କିଣି ପାରିବେ , ଯେପରିକି ମାକବୁକ୍ ଏୟାର M2 ୧୩ ଇଞ୍ଚ ଏବଂ ୧୫ ଇଞ୍ଚରେ ମିଳୁଛି। ମ୍ୟାକବୁକ୍ ପ୍ରୋ ୧୩ ଇଞ୍ଚ,୧୪ ଇଞ୍ଚ ଏବଂ ୧୬ଇଞ୍ଚରେ ମିଳୁଛି । ଏହି ସମସ୍ତ ମ୍ୟାକବୁକ୍ ମଡେଲଗୁଡିକରେ HDFC କ୍ରେଡିଟ୍ ବ୍ୟବହାର କରି ଆପଣ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସେଭିଂ କରି ପାରିବେ।

Also Read: Apple Sale Offer: iPhone 13 କିମ୍ୱା 14 କିଣିବାକୁ ଚାହାନ୍ତି କି? ମିଳୁଛି ବଡ଼ ରିହାତି