Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କୁ ମିଳିବ ଶୁଭଫଳ ସହ ବଢିବ ଆୟ

Budh Gochar 2024: ବୁଧ ହେଉଛନ୍ତି ଅର୍ଥ, ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ରାଶିରେ ଏହି ଗ୍ରହର ସ୍ଥିତି ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ। ଏହି କ୍ରମରେ ବୁଧ ମକର ରାଶିରେ ଥିବା ବେଳେ ଫେବୃଆରୀ ୧୬ ରେ ସକାଳ ୬ଟା ୧୨ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବେ।

Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କୁ ମିଳିବ ଶୁଭଫଳ ସହ ବଢିବ ଆୟ

About the Author