gold rate

7 सालों में सोने के दाम ने तोड़े पिछले सारे रिकॉर्ड, जानिए कहां तक पहुंच गया भाव

Gold Price Today : बुधवार को सोने में अचानक 2 फीसदी की बढ़त आई, जिससे वह अंतरराष्ट्रीय बाजार में 1,600 डॉलर प्रति औंस पर पहुंच गया. 

Jan 8, 2020, 12:24 PM IST

क्‍या आप जानते हैं 3 दिनों में इतने बढ़ गए सोने के दाम, रिकॉर्ड तोड़ चल रही कीमत

तीन लगातार दिनों में सोने के भाव में 1,800 रुपये प्रति 10 ग्राम से ज्यादा का उछाल आया जबकि हाजिर बाजार में पीली धातु 41,000 रुपए से ज्यादा हो गई है.

Jan 7, 2020, 08:36 AM IST

सोना हुआ 7 सालों में सबसे महंगा

सोने फिर से देश की सबसे पसंदीदा धातु बन गया है. सोने की कीमतों में सोमवार को रिकॉर्ड तेजी देखी गई. आज सोने का भाव 41 हजार के मनोवैज्ञानिक स्तर को लांघ गया. यह पिछले 7 सालों में सबसे ज्यादा है.   

Jan 6, 2020, 07:13 PM IST

ଆମେରିକା-ଇରାକ ଆକ୍ରମଣର ପ୍ରଭାବ, ଭାରତରେ ବଢିଲା ସୁନାଦର

ଆମେରିକା ଏବଂ ଇରାକ ମଧ୍ୟରେ ହୋଇଥିବା ଆକ୍ରମଣର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି। ଆମେରିକା ଓ ଇରାକ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଉଛି। ଏହାର ପ୍ରଭାବରେ ନିବେଶକ ମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଫଳରେ ନିବେଶକମାନେ ସୁନାରେ ସୁରକ୍ଷିତ ଭାବି ବିପୁଳ ପରିମାଣରେ କୋଟି କୋଟି ଟଙ୍କା ନିୟୋଜିତ କରୁଛନ୍ତି। 

Jan 6, 2020, 04:57 PM IST

ଆହୁରି ଅଧିକ ଶସ୍ତା ହେଲା ସୁନା-ରୁପା, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ମଙ୍ଗଳବାର ରୁପା ଦରରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ୧୨୮ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ଦର ୪୪,୬୦୭ ଟଙ୍କାରେ ପହଞ୍ଚିଛି । ସୋମବାର ଗୋଟିଏ କିଲୋଗ୍ରାମ ସୁନାର ମୂଲ୍ୟ ୪୪,୭୩୫ ଟଙ୍କା ଥିଲା ।  

Dec 10, 2019, 08:31 PM IST

ସୁନା-ରୁପା ଦରରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଅନ୍ତର୍ଜାତୀୟ ବଜାରରେ ଏହି ୨ଟି ଧାତୁର ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ସୋମବାର ସୁନା ହାଜିରରେ ୩.୭୭ ଡଲାର ପ୍ରତି ଆଉନ୍ସ ବୃଦ୍ଧି ପାଇଁ ୧,୪୬୩.୨୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ସେହିପରି ରୁପା ହାଜିରରେ ମଧ୍ୟ ୦.୦୪ ପ୍ରତିଶତ ବୃଦ୍ଧି ପାଇଁ ୧୬.୬୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି ।

Dec 9, 2019, 08:54 PM IST

ସୁନା-ରୁପା ଦରରେ ଏହି ସପ୍ତାହରେ ଆସିଛି କମି, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ଅନ୍ୟପକ୍ଷେ ରୁପା ଦରରେ ୧୪୭୫ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ୪୪,୫୫୦ ଟଙ୍କାକୁ ପହଞ୍ଚିଛି । ଲଣ୍ଡନ ଓ ନ୍ୟୁୟର୍କରୁ ମିଳୁଥିବା ସୂଚନା ମୁତାବକ, ବିଗତ ସପ୍ତାହରେ ସୁନା ଦରରେ ୩.୬୦ ଡଲାରର ହ୍ରାସ ଘଟି ୧,୪୬୦ ଡଲାର ପ୍ରତି ଆଉନ୍ସକୁ ପହଞ୍ଚିଛି । 

Dec 8, 2019, 07:31 PM IST

Today Gold Rate: ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ କ'ଣ ରହିଛି ଆଜିର ରେଟ୍

ଶନିବାର ରୁପା ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ଦରରେ ୧୦୬୫ ଟଙ୍କାର ହ୍ରାସ ଦେଖା ଦେଇଛି । ଫଳରେ ଏକ କିଲୋଗ୍ରାମ ରୁପା ଦର ୪୩୫୪୫ ଟଙ୍କାରେ ପହଞ୍ଚିଛି । 

Dec 7, 2019, 08:53 PM IST

ସୁନା-ରୁପା ଦରରେ ଆସିଛି ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ବଜାର ବିଶେଷଜ୍ଞଙ୍କ ମତରେ ଟଙ୍କା ମଜଭୁତ ହେବାରୁ ସୁନା ଦରରେ ବୃଦ୍ଧି ଦେଖା ଦେଇଛି । ଏହାସହ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ଯୁଦ୍ଧକୁ ନେଇ ବଜାରରେ ଅନିଶ୍ଚିତତା ଲାଗି ରହିଛି । ଏଥିପାଇଁ ମଙ୍ଗଳବାର ସକାଳେ ଦୁନିଆରେ ସୁନା ଦରରେ ବୃଦ୍ଧି ଆସିଛି ।

Dec 3, 2019, 07:15 PM IST

୨୦୧୬ ପରେ ନଭେମ୍ୱରରେ ସୁନା ଦରରେ ବଡ଼ ହ୍ରାସ, ଜାଣନ୍ତୁ କ'ଣ ରହିଯାଇଛି ୧୦ ଗ୍ରାମର ରେଟ୍

ଶୁକ୍ରବାର ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖା ଦେଇଥିଲା । MCX ଉପରେ ସୁନା ୩୦୮ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୦୩୧ ଟଙ୍କାରେ ପହଞ୍ଚି ଯାଇଛି ।

Dec 1, 2019, 05:59 PM IST

ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ରେଟ୍

ସେହିପରି ରୁପା ଦରରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି । ଶୁକ୍ରବାର ରୁପା ଦରରେ ୧୦୮ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ବୃଦ୍ଧି ପାଇଁ ୪୫,୩୭୫ ଟଙ୍କାରେ ପହଞ୍ଚିଛି ।

Nov 29, 2019, 07:51 PM IST

ସୁନା-ରୁପା ଦାମରେ ଘଟିବ ବଡ଼ ଧରଣର ହ୍ରାସ, ଜାଣନ୍ତୁ ଏହାର କାରଣ

ଦି ବୁଲିୟନ ଏଣ୍ଡ ଜ୍ୱାଲର୍ସ ଏସୋସିଏଶନର ଅଧ୍ୟକ୍ଷ ଯୋଗେଶ ସିଙ୍ଘଲ କହିଛନ୍ତି ଯେ ସୁନା ଦାମରେ ଆଗାମୀ ୩ ମାସରେ ବଡ଼ ଦରଣର ପରବିର୍ତ୍ତନ ଦେଖା ଯିବ । ଏହି ସମୟରେ ସୁନାର ଦାମ ୩୫ରୁ ୩୬ ହଜାର ପ୍ରତି ଗ୍ରାମ ଯାଏ ପହଞ୍ଚିବ । 

Nov 17, 2019, 05:25 PM IST

ସୁନା ଓ ରୂପା ଦାମରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଆଭୂଷଣ କ୍ରୟ କ୍ଷେତ୍ରରେ କମି ଆସିବାରୁ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି । ବିଗତ କିଛି ଦିନ ଧରି ଗ୍ରାହକ ସୁନା ଓ ରୂପା ପରି ମୂଲ୍ୟବାନ ବସ୍ତୁ କିଣିବା କମ କରି ଦେଇଛନ୍ତି । ଯାହା ଫଳରେ ଆଜି(ଶୁକ୍ରବାର) ସୁନା ଓ ରୂପା ଦାମରେ ବଡ଼ ଧରଣର ହ୍ରାସ ଘଟିଛି । ଦିଲ୍ଲୀ ସର୍ରାଫା ବଜାରରେ ଶୁକ୍ରବାର ସୁନା ଦାମରେ ୨୦୦ ଟଙ୍କାର ହ୍ରାସ ଘଟି ସପ୍ତାହର ନିମ୍ନ ସ୍ତରକୁ ଖସି ଆସିଛି । ବର୍ତ୍ତମାନ ୧୦ ଗ୍ରାମ ସୁନାର ଦାମ ୩୯,୪୭୦ ଟଙ୍କା ରହିଛି ।

Nov 8, 2019, 06:24 PM IST

सोने के खरीदारों के लिए खुशखबरी, 600 रुपये तक गिर गया है भाव...

मांग में कमी और डॉलर के मुकाबले रुपये में मजबूती की वजह से भी कीमत में कटौती हुई है.

Mar 10, 2019, 11:14 AM IST

आभूषण निर्माताओं की डिमांड बढ़ने से सोने-चांदी के दामों में तेजी, 5 खास बातें

शादियों के इस मौसम के दौरान स्थानीय आभूषण निर्माताओं की अधिक मांग के साथ वैश्विक बाजारों से सकारात्मक संकेत मिलने से सोने में तेजी आई. 

Dec 6, 2018, 06:40 PM IST

शादियों के मौसम के चलते सोने की कीमतों में तेजी, चांदी नरम

स्थानीय आभूषण निर्माताओं की खुदरा लिवाली से दिल्ली सर्राफा बाजार में बुधवार को सोना भाव 100 रुपये चढ़कर 31,950 रुपये प्रति दस ग्राम रहा.   

Dec 6, 2018, 12:14 AM IST

चार दिन की गिरावट के बाद सोने-चांदी की कीमतों में भारी उछाल, 5 खास बातें

मजबूत वैश्विक रुख के बीच स्थानीय आभूषण विक्रेताओं की मांग में तेजी आने से दिल्ली सर्राफा बाजार में सोने में चार दिनों से जारी गिरावट पर विराम लग गया.

Dec 3, 2018, 06:09 PM IST

जानिए कैसे तय होती हैं सोने की कीमतें, क्यों होते हैं हर शहर के अलग-अलग भाव

आपके लिए यह जानना जरूरी है कि आखिर सोने के दाम कौन तय करता है? कैसे तय होते हैं? 

Nov 28, 2018, 09:18 PM IST

कमजोर डिमांड से सोने-चांदी की कीमतों में बड़ी गिरावट, जानें आज के भाव

धनतेरस के बाद से सोने की कीमतों में अब तक 620 रुपये तक की गिरावट आ चुकी है.

Nov 10, 2018, 06:32 PM IST

दिवाली-धनतेरस से पहले और महंगा हुआ सोना, चांदी फिसली, जानें आज के भाव

सर्राफा कारोबारियों ने कहा कि धनतेरस और दीपावली से पहले स्थानीय आभूषण कारोबारियों की निरंतर खरीदारी और वैश्विक बाजार से सकारात्मक रुख के चलते सोने के भाव में तेजी रही. 

Nov 1, 2018, 04:25 PM IST