UP ନିର୍ବାଚନରେ କିଏ ​​ଜିତିବ? ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ

ଗଣମାଧ୍ୟମ ସାକ୍ଷାତକାର ସମୟରେ ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ (Prashant Kishore) ପଚରାଗଲା ସେ କେଉଁ ନେତାଙ୍କ ସହ କାମ କରିବାକୁ ପସନ୍ଦ କରିବେ ନାହିଁ? ସେ ଏହି ପ୍ରଶ୍ନର ଉତ୍ତରରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନାମ ନେଇଥିଲେ । ଏହା ସହ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

UP ନିର୍ବାଚନରେ କିଏ ​​ଜିତିବ? ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ

About the Author