Health Tips: ଥକ୍କାପଣ ସହ ଏହିସବୁ ରୋଗକୁ ଦୂର କରିବ ବିଟ-ଅଁଳା ଜୁସ୍!
Advertisement
Article Detail0/zeeodisha/odisha2444493

Health Tips: ଥକ୍କାପଣ ସହ ଏହିସବୁ ରୋଗକୁ ଦୂର କରିବ ବିଟ-ଅଁଳା ଜୁସ୍!

Amla and Beetroot Juice Benefits: ସୁସ୍ଥ ଶରୀରର ପାଇଁ ସୁସ୍ଥ ଖାଦ୍ୟ ନିହାତି ଆବଶ୍ୟକ। ଖାସ୍ କରି ଶରୀରକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ପ୍ରତ୍ୟକ  ଅଁଳା ଓ  ବିଟ୍ ଖାଇବା ଦରକାର। ଏହି ୨ ଟି ଫଳ ଓ ପନି ପରିବାରେ ପ୍ରଚୁର ପରିମାଣର ଭିଟାମିନ୍ ରହିଛି। ତେବେ, ଆସନ୍ତୁ ଜାଣିବା ପ୍ରତ୍ୟକ ଦିନ ସକାଳୁ ବିଟ୍ ଓ ଅଁଳା ଜୁସ୍ ପଇଲେ ଶରୀରକୁ କେଉଁ ସବୁ ପାଇଦା ମିଳିଥାଏ। 

ଅଁଳାରୁ ମିଳେ ଏହିସବୁ ଫାଇଦା :
-ଅଁଳା ଭିଟାମିନ୍ ସି ଭରପୂର ଅଟେ। ଯାହା ଶରୀରରେ ଇମ୍ୟୁନିଷ୍ଟ ବୃଦ୍ଧି କରିବାରେ ସହାୟକ ହୁଏ। 
-ଅଁଳା ହଜମକାରୀ ଏନଜାଇମକୁ ପ୍ରୋତ୍ସାହିତ କରେ, ଯେଉଁ କାରଣରୁ ଖାଦ୍ୟ ସହଜରେ ହଜମ ହୁଏ ।
-ଅଁଳାରେ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।
-ଅଁଳାରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
-ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଅଁଳା ସାହାଯ୍ୟ କରେ ।
 
ବିଟ୍ ରୁ ମିଳେ ଏହିସବୁ ଫାଇଦା :
ବିଟ୍ ରୁ ପ୍ରଚୁର ପରିମାଣରେ  ନାଇଟ୍ରେଟ୍ ଥାଏ। ଯାହା ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବାରେ ସହାୟକ ହୁଏ। 
-ରକ୍ତଚାପକୁ ହ୍ରାସ କରିବାରେ ମଧ୍ୟ ସାହାର୍ଯ୍ୟ କରେ। 
-ବିଟ୍ -ରେ ଭିଟାମିନ୍ ଏବଂ ମିନେରାଲ୍ସ ପରି ଫୋଲେଟ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ। ଯାହା ଶରୀର ପାଇଁ ଜରୁରୀ ଅଟେ ।
ବିଟ-ରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ। ଯାହା କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ।
ବିଟରେ ବିଟାଏନ୍ ଥାଏ ଯାହା ଶକ୍ତି ସ୍ତର ବୃଦ୍ଧି କରିବାରେ ସହାୟକ ହୁଏ। 
 
 (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)