Guru Gochar 2024: ଚଳନ ବଦଳାଇବେ ବୃହସ୍ପତି, ଜାଣନ୍ତୁ ଏହି ୩ ରାଶି ପାଇଁ କେମିତି ରହିବ ଦିନ?

Guru Gochar 2024: ବୈଦିକ ଶାସ୍ତ୍ର ଅନୁଯାୟୀ, ଦେବ ଗୁରୁ ବୃହସ୍ପତି ଜୁଲାଇ ୧ରେ ରାଶି ପରିବର୍ତ୍ତନ କରିବେ । ଏହି ଦିନ ବୃହସ୍ପତି ମେଷ ରାଶି ଛାଡ଼ି ବୃଷ ରାଶିକୁ ପ୍ରବେଶ କରିବେ । ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେତୁ କେତେକ ରାଶିଙ୍କୁ ଶୁଭ ତ ଆଉ କେତେକ ରାଶିଙ୍କୁ ଅଶୁଭ ଫଳ ମିଳିବ ।

Guru Gochar 2024: ଚଳନ ବଦଳାଇବେ ବୃହସ୍ପତି, ଜାଣନ୍ତୁ ଏହି ୩ ରାଶି ପାଇଁ କେମିତି ରହିବ ଦିନ?

About the Author