Guru Vakri 2024: ଏହି ଦିନ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ଫିଟିବ ଭାଗ୍ୟ!

Guru Vakri 2024: ଚଳିତ ବର୍ଷ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ପଡ଼ିବ । ଏହି ସମୟ ମଧ୍ଯରେ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଅକ୍ଟୋବର ମାସ 09 ତାରିଖରେ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ସେ ଆସନ୍ତା 2025 ଫେବୃଆରୀ 4 ତାରିଖ ଯାଏଁ ଅବସ୍ଥାପନ କରିବେ ।

Guru Vakri 2024: ଏହି ଦିନ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି, ୩ ରାଶିଙ୍କ ଫିଟିବ ଭାଗ୍ୟ!
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author