ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା

ଏକ ପରୀକ୍ଷାରୁ ଜଣାଯାଇଛି ନିମ୍ୱ ପତ୍ର ଶର୍କରା ମାତ୍ରାକୁ କମ୍ କରିବାକୁ ସାହାର୍ଯ୍ୟ କରିଥାଏ । ସକାଳୁ ଖାଲି ପେଟରେ ନିମ୍ୱ ପତ୍ର ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା

About the Author