Champions Trophy 2025: ଏହି ଦିନ ଘୋଷଣା କରାଯିବ ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀ, ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଲା ସବୁଠୁ ବଡ ଅପଡେଟ୍

Champions Trophy 2025 Schedule: ୧୧ ନଭେମ୍ବରରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀ ଘୋଷଣା କରାଯିବ। ଯଦିଓ କାର୍ଯ୍ୟସୂଚୀରେ କେଉଁ ସ୍ଥାନରେ ଖେଳାଯିବ ତାହାର ସୂଚନା ନାହିଁ ଏବଂ ଏହାର କିଛି ଦିନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

Champions Trophy 2025: ଏହି ଦିନ ଘୋଷଣା କରାଯିବ ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀ, ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଲା ସବୁଠୁ ବଡ ଅପଡେଟ୍
Image Credit: Champions Trophy 2025 Schedule

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More