Mangal Gochar: ଏହି ଦିନ କୁମ୍ଭ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହାର ପ୍ରଭାବରେ ବଦଳିବ ୪ରାଶିଙ୍କ ଆର୍ଥିକ ସ୍ଥିତି !

Mangal Gochar 2024: ରାତି ପାହିଲେ ଆରମ୍ଭ ହେବାକୁ ଯାଉଛି ବର୍ଷର ତୃତୀୟ ମାସ ଅର୍ଥାତ୍ ମାର୍ଚ୍ଚ ମାସ। ଜ୍ୟୋତିଷ ଶାସ୍ତ୍ରରେ ଏହି ମାସ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଛି। ଏହି ମାସରେ, ଅନେକ ବଡ଼ ବଡ଼ ଗ୍ରହ ସେମାନଙ୍କର ଗତିବିଧିକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଯାହାକି ସମସ୍ତ ୧୨ଟି ରାଶିର ଲୋକଙ୍କ ଉପରେ ପ୍ରଭାବ ପକାଇବ।

Mangal Gochar: ଏହି ଦିନ କୁମ୍ଭ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହାର ପ୍ରଭାବରେ ବଦଳିବ ୪ରାଶିଙ୍କ ଆର୍ଥିକ ସ୍ଥିତି !

About the Author