ସବୁଠାରୁ ୧୦ଟି ଘାତକ ସାମୁଦ୍ରିକ ବାତ୍ୟା

ଅମ୍ପନର ଗୁରୁ ଗର୍ଜନ ଉଡ଼ାଇ ନେଇଛି ଇତିହାସର ପୃଷ୍ଠା। ମନେ ପକାଇଦେଇଛି କିଛି ଭୟଙ୍କର ବାତ୍ୟାର ଇତିବୃତ୍ତି। ଯଦି ଓଡ଼ିଶା କଥା କହିବା ମନେ ପଡିଯିବ ମହାବାତ୍ୟା ଯେଉଁଥିରେ ୧୫ ହଜାର ଲୋକ ଜୀବନ ହାରିଥିଲେ କିନ୍ତୁ ଏମିତି ଏକ ବାତ୍ୟା ଯିଏ ନିଜ ଆଁ ଭିତରେ ଗିଳି ପକାଇଥିଲେ ୫ ଲକ୍ଷ ଜୀବନ।

ସବୁଠାରୁ ୧୦ଟି ଘାତକ ସାମୁଦ୍ରିକ ବାତ୍ୟା

About the Author