Top 10 News: ବାଲୁଗାଁ ସଡ଼କ ଦୁର୍ଘଟଣାରେ ୨ ମୃତ୍ୟୁ, ଓଡ଼ିଶା ହକି ଦଳକୁ ଭୁବନେଶ୍ୱର ବିମାନ ବନ୍ଦରେ ଭବ୍ୟ ସ୍ୱାଗତ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ରବିବାର ଦିନ ବାଲୁଗାଁ ଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News: ବାଲୁଗାଁ ସଡ଼କ ଦୁର୍ଘଟଣାରେ ୨ ମୃତ୍ୟୁ, ଓଡ଼ିଶା ହକି ଦଳକୁ ଭୁବନେଶ୍ୱର ବିମାନ ବନ୍ଦରେ ଭବ୍ୟ ସ୍ୱାଗତ, ପଢ଼ନ୍ତୁ ୧୦ ବଡ଼ ଖବର
Image Credit: Top 10 News Headlines 17 November 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More