Budh Gochar 2024: ଦୁଇ ଦିନ ପରେ ବୁଧଙ୍କ ଗୋଚର, ଏହିସବୁ ରାଶି ଉପରେ ପଡି଼ବ ପ୍ରଭାବ

Written ByNarmada Behera
Published: Jul 16, 2024, 10:53 AM IST|Updated: Jul 16, 2024, 10:53 AM IST

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ମଧ୍ୟରୁ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ।  ବୁଧଙ୍କୁ ବକ୍ତବ୍ୟ, ଧନ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ଜୁଲାଇ ୧୯ ତାରିଖ ସକାଳ ୧୦ ଟା ୫୦ ମିନିଟ୍ ସମୟରେ ସିଂହ ରାଶିକୁ ଗୋଚର କରିବେ। ତେବେ, ବୁଧଙ୍କ ଏହି ଗୋଚର କିଛି ରାଶି ପାଇଁ ଶୁଭଫଳ ଆଣିବ। ଖାସ୍ କରି ଏହି ଅବଧି ମଧ୍ୟରେ ତିନି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...