Shani Dev: ଶନି ସାଢେସାତୀରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହି ୫ ଉପାୟ, ବର୍ଷିବ ଶନିଙ୍କ କୃପା, ମଜବୁତ୍ ହେବ ଆର୍ଥିକ ସ୍ଥିତି!

Written ByNarmada Behera
Published: Jul 13, 2024, 09:54 AM IST|Updated: Jul 13, 2024, 09:54 AM IST


Shani Dev: ବୈଦିକ ଜ୍ୟୋତି଼ଷ ଶାସ୍ତ୍ରରେ ଅନୁସାରେ, ବନଗ୍ରହ ମଧ୍ୟରୁ ଶନି ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଯଦି  ଜାତକରେ ଶନି ଦୁର୍ବଳ ଥାଆନ୍ତି। ତେବେ,  ଜୀବନରେ ନାନାଦି ସମସ୍ୟା ମାଡି଼ ଆସେ। କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ମିଳି ନଥାଏ। ଅଶାନ୍ତି ଓ ଦୁର୍ଦ୍ଦଶାରେ ଦିନ କଟି ଥାଏ। ତେଣୁ ଏଭଳି କିଛି ଉପାୟ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା କରିବା ଦ୍ବାରା ଶନିଦେବ ଶାନ୍ତ ହେବା ସହ ଜାତକରୁ ଶନିଦଶା କଟିଥାଏ। ଏବଂ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ....