• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଡ୍ରେସ ପାଇଁ ଚର୍ଚ୍ଚାରେ ଅଭିନେତ୍ରୀ ସପନା ଚୌଧୂରୀ

ହରିୟାଣା ନୃତ୍ୟଶିଳ୍ପୀରୁ ବଲିଉଡ ଅଭିନେତ୍ରୀ ସପନା ଚୌଧୁରୀ ନିକଟରେ ଏକ ଫଟୋସୁଟ କରିଛନ୍ତି ଯେଉଁଥିରେ ସେ ତାଙ୍କର ଅତୀତର ସବୁ ଲୁକକୁ ମାତ ଦେଇଛନ୍ତି ।

Sep 16, 2020, 18:59 PM IST

ହରିୟାଣା ନୃତ୍ୟଶିଳ୍ପୀରୁ ବଲିଉଡ ଅଭିନେତ୍ରୀ ସପନା ଚୌଧୁରୀ ନିକଟରେ ଏକ ଫଟୋସୁଟ କରିଛନ୍ତି ଯେଉଁଥିରେ ସେ ତାଙ୍କର ଅତୀତର ସବୁ ଲୁକକୁ ମାତ ଦେଇଛନ୍ତି । ଦିନକୁ ଦିନ ସପନାଙ୍କ ଫ୍ୟାନ ଫୋଲର୍ସ ବି ବଢ଼ି ବଢ଼ି ଚାଲିଛି ।  ଦର୍ଶକ ତାଙ୍କ ନୃତ୍ୟ ଦକ୍ଷତା ସହିତ ତାଙ୍କ ନ୍ୟୁ ଲୁକର ଢେର ପ୍ରଶଂସା କରୁଛନ୍ତି । ଆଜିକାଲି ସପନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି, ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି |  ତାଙ୍କ ପ୍ରଶଂସକମାନେ ସପନାଙ୍କ ଏହି ନୂତନ ରୂପକୁ ବହୁତ ଭଲ ପାଆନ୍ତି ।  ସପନାଙ୍କ ଫୋଟ ଏବେ ଭାଇରାଲ ହେବାରେ ଲାଗିଛ । ଦେଖନ୍ତୁ ସପନାଙ୍କ ଭାଇରାଲ ହେଉଥିବା ଫଟୋ ଗୁଡ଼ିକ...

1/2

ସବୁଜ ରଙ୍ଗର ପୋଷାକରେ ସପନା

2/2

ସବୁଜ ରଙ୍ଗର ପୋଷାକରେ ସପନା