Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଏହି କ୍ରମରେ ବୁଧ ବର୍ତ୍ତମାନ ବିଛା ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ବର୍ଷ (୨୦୨୫) ଜାନୁଆରୀ ୪ ତାରିଖ ଦିନ ସକାଳ ୭ଟା ୪୦ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବର୍ଷ ଆରମ୍ଭରୁ ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଜାତକ ବା ରାଶି ରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜଣକ ବ୍ୟବସାୟରେ ସଫଳତା ପାଇବା ସହିତ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ଆର୍ଥିକ ସ୍ଥିତି ବି ବଦଳିଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଚଳନ କେଉଁ ସବୁ ରାଶିକୁ ମାଲାମାଲ୍ କରୁଛି।...
Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ତଥା ଜ୍ୟୋତିଷଙ୍କ ମତ ଅନୁଯାୟୀ, ବ୍ୟବସାୟ ତଥା ଆର୍ଥିକ ଲାଭ ପାଇଁ ବୁଧ ଗ୍ରହକୁ ଦାୟୀ କରାଯାଇଥାଏ । ବୁଧଙ୍କ ଶୁଭ ସଂଯୋଜନା ଏବଂ ସମକକ୍ଷତା ମାଧ୍ୟମରେ ସମସ୍ତ ରାଶିର ବ୍ୟକ୍ତି ବ୍ୟାପକ ଭାବରେ ପ୍ରଭାବିତ ହୋଇପାରେ । କିନ୍ତୁ ବିଶେଷ କରି ୩ ଟି ରାଶିର ବ୍ୟକ୍ତି ବିପୁଳ ଆୟ ପାଇବାର ସମ୍ଭାବନା ରହିଛି ।
26 नवंबर से बुध वक्री गोचर करने जा रहे हैं. ज्योतिषशास्त्र में बुध को बिजनस, बुद्धि और वाणी का कारक ग्रह माना जाता है. ऐसे में बुध की वक्री चाल कई राशियों को नकारात्मक रुप से प्रभावित करने वाला है. पढ़िए
Budh Gochar 2024: ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ଭାବେ ବିବେଚନା କରାଯାଏ । ବୁଦ୍ଧି, ଜ୍ଞାନ ଏବଂ ବକ୍ତବ୍ୟର କାରଣ ଭାବରେ ବୁଧଙ୍କୁ ବିବେଚନା କରାଯାଏ । ନଭେମ୍ବର ମାସରେ ବୁଧଙ୍କ ଚଳନ ହେବାକୁ ଯାଉଛି । ତେବେ ଏହି ଚଳନ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।
Budh Gochar 2024: ग्रहों के राजकुमार बुध ग्रह बहुत वृश्चिक राशि में गोचर करने वाले हैं. बुध का यह गोचर कुछ राशि के जातकों के लिए ठीक नहीं रहने वाला है. ज्योतिष की मानें तो बुध के गोचर से इनकी लाइफ में परेशानियां बढ़ सकती हैं. आइए जानते हैं, इन राशियों के बारे में...
Budh Gochar 2024 Date: सौरमंडल में सबसे युवा ग्रह बुध अब वृश्चिक राशि में गोचर करने जा रहे हैं. पांच ऐसी राशियां हैं, जिनकी कुंडली में बुध इस गोचर के दौरान कमजोर स्थिति में रहेंगे. इसके चलते उन्हें नुकसान झेलना होगा.
Budh Gochar 2024: ଆଜି ୧୧ ନଭେମ୍ବର ୨୦୨୪ରେ ବୁଧ ଜ୍ୟେଷ୍ଠା ନକ୍ଷତ୍ରରେ ଚଳନ କରିଛନ୍ତି । ଯେଉଁଥିପାଇଁ ସମସ୍ତ ୧୨ ଟି ରାଶିର ଜୀବନରେ ପରିବର୍ତ୍ତନ ଆସିବାକୁ ଯାଉଛି । ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବ ।
Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧଙ୍କୁ ବୁଦ୍ଧି, ବ୍ୟବସାୟ, ବକ୍ତବ୍ୟ ଓ ବନ୍ଧୁର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ବର୍ତ୍ତମାନ ତୁଳା ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧ ତାରିଖ ସାଖଳ ୬ଟା ୪୬ ମିନିଟ୍ ସମୟରେ ଅନୁରାଧା ନକ୍ଷେତ୍ରକୁ ଚଳନ କରିବେ। ଏବଂ ପରେ ନଭେମ୍ବର ୧୧ ତାରିଖ ସକାଳ ୬ଟା ୨୯ ମିନିଟ୍ ସମୟରେ ଅନୁରାଧା ନକ୍ଷେତ୍ରରୁ ବାହାରି ଜ୍ୟୋଷ୍ଠା ନକ୍ଷେତ୍ରକୁ ଚଳନ କରିବେ। ଗୋଟିଏ ମାସରେ ବୁଧଙ୍କୁ ଦୁଇ ଥର ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...
Budh gochar Bad Effect on Zodiacs: जब कोई ग्रह एक राशि से दूसरी राशि में जाता है, तब उस स्थिति को गोचर कहा जाता है. बुध ग्रह जल्द ई गोचर वृश्चिक राशि में गोचर करेंगे, इससे तीन राशियों को नुकसान हो सकता है.
Mercury Transit 2024 Horoscope: 29 अक्टूबर यानी धनतेरस पर ग्रहों के राजकुमार वृश्चिक राशि में प्रवेश करेंगे. इस राशि में प्रवेश कर बुध शुक्र की युति होगी जिससे लक्ष्मी नारायण योग का निर्माण होगा बुध राशि परिवर्तन 3 राशियों के लिए शुभ रहेगा.
Budh Gochar 2024: ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧଙ୍କ ସ୍ଥାନ ସଠିକ୍ ଅଛି ସେମାନେ ଏଥିରୁ ଉପକୃତ ହେବେ । ଯେଉଁମାନଙ୍କର ଜନ୍ମଜାତକରେ ବୁଧଙ୍କ ସ୍ଥିତି ଠିକ ନାହିଁ ସେମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।
Budh Gochar 2024: ज्योतिष के अनुसार यह विशेष योग उन राशियों के लिए बहुत फायदेमंद होगा, जिनकी कुंडली में बुध और शुक्र का खास असर होता है. खासकर मिथुन, सिंह, तुला, वृश्चिक और कुंभ राशि के लोगों के लिए यह समय करियर और आर्थिक मामलों में अचानक तरक्की और बड़ा लाभ लेकर आएगा.
Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦୀପାବଳିର ଠିକ୍ ପୂର୍ବରୁ ଅର୍ଥାତ୍ ଧନତେରସର ଶୁଭ ଅବସରରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛି। କହିରଖୁଛୁ ଯେ ୨୯ ଅକ୍ଟୋବର ୨୦୨୪ ରେ ମଙ୍ଗଳ ଗ୍ରହର ରାଶି ବିଛାରେ ବୁଧ ଗୋଚର କରିବେ। ଯେଉଁଠାରେ ଶୁକ୍ର ପୂର୍ବରୁ ଉପସ୍ଥିତ ଅଛନ୍ତି। ଏଭଳି ପରିସ୍ଥିତିରେ ଲକ୍ଷ୍ମୀ ନାରାୟଣ ଯୋଗ ଗଠିତ ହେବ। ଜାଣନ୍ତୁ ବିଛା ରାଶିରେ ଶୁକ୍ର ଓ ବୁଧ ଗ୍ରହର ମିଳନ କେଉଁ ସବୁ ରାଶିକୁ ଭାଗ୍ୟଶାଳୀ କରିବାକୁ ଯାଉଛି।
Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ। ଏହି କ୍ରମରେ ଆସନ୍ତାକାଲି ସକାଳ ୮ଟା ୪୦ ମିନିଟ୍ ସମୟରେ ତୁଳା ରାଶିରେ ବିରାଜମାନ କରିବେ। ଯେଉଁ ରାଶିରେ କି ପୂର୍ବରୁ ସୂର୍ଯ୍ୟଦେବ ବିରାଜମାନ ଅଛନ୍ତି ମିଳନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗର ପ୍ରଭାବ ୧୨ଟି ରାଶି ଉପରେ କ'ଣ ପ୍ରଭାବ ପକାଇବ ଆସନ୍ତୁ ଜାଣିବ।....
Surya Budh Yuti 2024: ନବଗ୍ରହଙ୍କ ମଧ୍ୟରୁ ସୂର୍ଯ୍ୟଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି କ୍ରମରେ ସୂର୍ଯ୍ୟଦେବ ଆସନ୍ତାକାଲି ସକାଳ ୮ଟା ୪୦ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବାରୁ ଥିବା ବେଳେ ଚଳିତ ମାସ ୧୮ ତାରିଖ ଦିନ ସେହି ରାଶିକୁ ଗ୍ରହମାନଙ୍କର ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳନ କିଛି ରାଶି ପାଇଁ ଶୁଭଯୋଗ ସୃଷ୍ଟି କରୁଥିବା ବେଳେ ଆଉ କିଛି ରାଶି ପାଇଁ ଅଶୁଭ ସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ବୁଧଙ୍କ ଅପୂର୍ବ ମିଳନ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।...
Mercury transit 2024: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଗଣିତ, ତର୍କ ଶକ୍ତି, ବୌଦ୍ଧିକ ଦକ୍ଷତା, ଅର୍ଥନୀତି, ବ୍ୟବସାୟ ଓ ବକ୍ତବ୍ୟର କାରକ ଭାବରେ ବିବେଚନା କରାଯାଏ। କହିରଖୁଛୁ ଯେ ବୁଧ ଗ୍ରହ ୩୧ ଅକ୍ଟୋବରରେ ବିଛା ରାଶିରେ ପ୍ରବେଶ କରିବ। ଏହି କାରଣରୁ ୩ ରାଶିର ଲୋକଙ୍କ ପାଇଁ ହଠାତ୍ ଆର୍ଥିକ ଲାଭ ଏବଂ ପ୍ରଗତିର ସମ୍ଭାବନା ଅଛି। ଆହୁରି ମଧ୍ୟ ଏହି ଲୋକମାନେ ସମ୍ପତ୍ତି ଓ ଯାନ ବାହନର ଆନନ୍ଦ ପାଇପାରିବେ। ଜାଣନ୍ତୁ ବୁଧ ଗୋଚର କେଉଁ ସବୁ ରାଶିକୁ ଲାଭବାନ କରିପାରେ।
Budh Uday 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଜକୁମାର ବୁଧଙ୍କୁ ବ୍ୟବସାୟ, ଅର୍ଥ, ଯୋଗାଯୋଗ ଓ ବକ୍ତବ୍ୟର କରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୫୮ ମିନିଟ୍ ସମୟରେ ତୁଳା ରାଶିରେ ଉଦୟ ହେବାକୁ ଯାଉଛନ୍ତି । ବୁଧଙ୍କ ଏହି ଉଦୟ କିଛି ରାଶିର ବ୍ୟକ୍ତିଙ୍କୁ ଦୀପାବଳୀ ପୂର୍ବରୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ବ୍ୟବସାୟରେ ଅଗ୍ରଗତି କରିବା ସହ ଜୀବନରେ ସୁଖ-ସମୃଦ୍ଧି ଲାଭ କରିଥାଆନ୍ତି। ତେବେ, ଆସନ୍ତୁ ଜାଣିବା ବୁଧ କେଉଁ ସବୁ ରାଶିକୁ ଧନବାନ୍ କରିବାକୁ ଯାଉଛନ୍ତି।
Budh Nakshatra Parivartan 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଗତକାଲି ରାତି ୧୦ଟା ବାଜି ୧୦ ମିନିଟ୍ ସମୟରେ ହସ୍ତା ନକ୍ଷେତ୍ରରୁ ବାହାରି ଚିତ୍ରା ନକ୍ଷେତ୍ରକୁ ଚଳନ କରିଛନ୍ତି। ବୁଧଙ୍କୁ ଅର୍ଥ, ବ୍ୟବସାୟ, ବକ୍ତବ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ବୁଧଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ବୁଧ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି....
Budh Gochar 2024: ज्योतिष शास्त्र के अनुसार हर एक ग्रह निश्चित समय के बाद अपनी राशि परिवर्तन करता है. इस राशि परिवर्तन का प्रभाव सभी 12 राशियों के जातकों पर पड़ता है. किसी के लिए शुभ होता है तो किसी को अशुभ प्रभाव झेलने पड़ते हैं. ज्योतिष गणना के अनुसार ग्रहों के राजकुमार बुध 10 अक्टूबर को तुला राशि में प्रवेश करेंगे. 10 अक्टूबर को दिन में 11 बजकर 25 मिनट पर बुध तुला में गोचर करेंगे. इसका प्रभाव 5 राशियों के लिए बेहद शुभ माना जा रहा है. आइए जानते हैं इन राशियों के बारे में...
Budh Gochar: ୨୭ଟି ନକ୍ଷତ୍ର ମଧ୍ୟରୁ ଚିତ୍ରା ହେଉଛି ୧୪ ତମ ନକ୍ଷତ୍ର । ଏହି ନକ୍ଷତ୍ରର ପ୍ରଭୁ ହେଉଛନ୍ତି ମଙ୍ଗଳ ଏବଂ ଦେବତା ହେଉଛନ୍ତି ବିଶ୍ୱକର୍ମା। ଏହି ନକ୍ଷତ୍ର କୃଷି ଏବଂ ବ୍ୟବସାୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।
23 सितंबर 2024 को बुध ग्रह सिंह राशि से निकलकर कन्या राशि में प्रवेश करने जा रहा है. बुध ग्रह का कन्या राशि में गोचर कुछ राशियों के लिए भाग्य को चमकाने वाला साबित हो सकता है.
Mercury Transit 2024: 10 अक्टूबर को बुध तुला राशि में प्रवेश करेंगे. उनके इस गोचर का असर तमाम राशियों पर दिखाई देगा. लेकिन तीन राशियां ऐसी हैं, जिनके नसीब खुलने वाले हैं. बुध के इस गोचर की वजह से उनको प्रतिष्ठा और मान-सम्मान प्राप्त होगा. अब आपको बताते हैं इन तीन भाग्यशाली राशियों के बारे में.