Advertisement
Photo Details/zeeodisha/odisha2527866
photoDetails0hindi

Top 10 Pre Wedding Photo Shoot Location: ଓଡ଼ିଶାର ଏହି ୧୦ଟି ସ୍ଥାନରେ କରନ୍ତୁ ନିଜର ପ୍ରି ୱେଡିଂ ସୁଟ୍

Top 10 Pre Wedding Photo Shoot Location: ଆଧୁନିକ ଯୁଗରେ ବିବାହ ପ୍ରସ୍ତୁତି ଏକ ପ୍ରି-ୱେଡିଂ ଫଟୋସୁଟ୍ ଉପରେ ଆଧାରିତ ଯାହା ମୁଖ୍ୟ ସମାରୋହ ପୂର୍ବରୁ ପ୍ରେମ ଏବଂ ଉତ୍ସାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନୁଭବ ସମୟରେ ହୋଇଥାଏ । ଓଡ଼ିଶାରେ ଯେଉଁଠି କଳା ଓ ପ୍ରକୃତିର ମିଶ୍ରଣ ରହିଛି, ସେଠାରେ ପ୍ରି-ୱେଡିଂ ସୁଟ୍ କରିବାକୁ ଏବେର କପଲ ମାନେ ବେଶ୍ ପସନ୍ଦ କରୁଛନ୍ତି। ପ୍ରି-ୱେଡିଂ ଫଟୋସୁଟ୍ ପାଇଁ ଲୋକେସନ ବାଛିବା ଏକ କାଠିକର ପାଠ। ହେଲେ ଏନେଇ ଆମେ ଆପଣଙ୍କୁ ଏକ ସୁନ୍ଦର ଅନୁଭୂତି ସେୟାର କରିବାକୁ ଯାଉଛୁ। ଯେଉଁଥିରେ ଆପଣ ପ୍ରି-ୱେଡିଂର ସୁନ୍ଦର ସୁନ୍ଦର ଲୋକେସନ ବିଷୟରେ ଜାଣିପାରିବେ। 

 

1/10

Top-1 ରମ୍ଭା ହ୍ରଦ, ବ୍ରହ୍ମପୁର 

2/10

Top-2 ଚନ୍ଦ୍ରଭାଗା ସମୁଦ୍ରକୂଳ, ପୁରୀ 

3/10

Top-3 ସାତକୋଶିଆ, ଅନୁଗୁଳ

4/10

Top-4 ଧଉଳି ଗିରି ଶାନ୍ତିସ୍ତୁପ, ଭୁବନେଶ୍ୱର

5/10

Top-5 ପିତାମହଲ ଡ୍ୟାମ୍, ରାଉରକେଲା

6/10

Top-6 ନେହେରୁ ବଙ୍ଗଳା, ପାରାଦୀପ

7/10

Top-7 ଖଣ୍ଡାଧାର ଜଳପ୍ରପାତ, ସୁନ୍ଦରଗଡ଼

8/10

Top-8 ଦେଓମାଳି, କୋରାପୁଟ

9/10

Top-9 ଦାରିଙ୍ଗବାଡି, କନ୍ଧମାଳ

10/10

Top-10 ଜିରାଙ୍ଗ, ଗଜପତି