Rahu Gochar: ମୀନ ରାଶିରେ ପ୍ରବେଶ କରିବେ ରାହୁ, ଏହି ୩ ରାଶି ଉପରେ ଆସିପାରେ ବିପତ୍ତି!

Rahu Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ଏକ ଶକ୍ତିଶାଳୀ ଗ୍ରହ ଭାବରେ ବିବେଚନା କରାଯାଏ। ସେ ପ୍ରତି ୧୮ ମାସରେ ରାଶି ଚିହ୍ନ ପରିବର୍ତ୍ତନ କରିଥାନ୍ତି, ଅର୍ଥାତ୍ ପ୍ରତ୍ୟେକ ରାଶିରେ ଦେଢ଼ ବର୍ଷ ରହିଥା’ନ୍ତି। ସମ୍ପ୍ରତି ରାହୁ ମୀନ ରାଶିରେ ଚଳନ କରୁଛନ୍ତି। ସେ ଅକ୍ଟୋବର ୩୦, ୨୦୨୩ ରେ ତାଙ୍କର ଶେଷ ରାଶି ପରିବର୍ତ୍ତନ କରିଥିଲେ।

Rahu Gochar: ମୀନ ରାଶିରେ ପ୍ରବେଶ କରିବେ ରାହୁ, ଏହି ୩ ରାଶି ଉପରେ ଆସିପାରେ ବିପତ୍ତି!

About the Author