ସ୍ୱାମୀଙ୍କ ପାଇଁ ବ୍ରତ : କେଉଁ ରାଜ୍ୟରେ କେମିତି କରାଯାଏ ପୂଜା ?

ପ୍ରତ୍ୟେକ ସଧବା ଓଡ଼ିଆଣୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ବ୍ରତ ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ବ୍ରତ କରିଥାନ୍ତି ଓଡ଼ିଆ ଘରର ବୋହୁ । ଏଭଳି ଓଷା ବା ବ୍ରତ ଜରିଆରେ ଦଂପତ୍ତିଙ୍କ ମଧ୍ୟରେ ଶ୍ରଦ୍ଧା ଓ ସମ୍ମାନ ବଜାୟ ରହେ । ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ତିଥି ଅନୁଯାୟୀ ଭିନ୍ନ ଭିନ୍ନ ବ୍ରତ ପାଳନ କରିଥାନ୍ତି ସଧବା ନାରୀ ।

ସ୍ୱାମୀଙ୍କ ପାଇଁ ବ୍ରତ : କେଉଁ ରାଜ୍ୟରେ କେମିତି କରାଯାଏ ପୂଜା ?

About the Author