Advertisement

Odisha Election

alt
ନାମାଙ୍କନ ଦାଖଲ ର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁ ରେ ମା ତାରିଣୀ ଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀ ର ଜର୍ଦା ଠାରୁ ହଜାର ହଜାର ସମର୍ଥକ ଙ୍କୁ ସାଙ୍ଗରେ ଧରି ଶାଳପଡା ର ଇନ୍ଦିରା ଗାନ୍ଧୀ ପଡିଆ ରେ ଏକ ବୈଠକ ର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକ ଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଦ୍ରି ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।
May 7,2024, 17:26 PM IST
alt
ଦୁନିଆର ସବୁଠାର ଗଣତାନ୍ତ୍ରିକ ଦେଶ ଭାବେ ଭାରତକୁ ବିବେଚନା କରାଯାଏ । ଆଉ ଏଠାରେ ୨୫ ଅକ୍ଟୋବରକୁ ବହୁତ ଖାସ୍ ବୋଲି ମନାଯାଏ। କାରଣ ୧୯୫୧ ଅକ୍ଟୋବର ୨୫ ରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହା ୪ ମାସ ଧରି ଲାଗିରହିଥିଲା। ଏହାର ଅର୍ଥ ୨୧ ଫେବୃଆରି ୧୯୫୨ ମସିହାରେ ଏହାର ପ୍ରକ୍ରିୟା ଶେଷ ହୋଇଥିଲା। ସେତେବେଳେ ଦେଶରେ ମୋଚ ଜନସଂଖ୍ୟା ଥିଲା ୩୪ କୋଟି । ଆଉ ସେଥିମଧ୍ୟରୁ ମତଦାତାଙ୍କ ସଂଖ୍ୟା ଥିଲା ୧୭ କୋଟି। ସେତେବେଳେ ବ୍ରିଟିଶ ମାନେ ବି ଏକଥା କହିଥିଲେ ଯେ, ଭାରତରେ ଲୋକତନ୍ତ୍ରକୁ ସମ୍ଭାଳିବାର କ୍ଷମତା ନାହିଁ। ହେଲେ ଏହାକୁ ଭୁଲ ସାବ୍ୟସ୍ତ କରିଥିଲେ ଆମ ଜନତା । ପ୍ରଥମ ମତଦାନ ପାଇଁ ଧନୀ ଠୁ ଗରିବ ସମସ୍ତେ ଏକାଠି ହୋଇଥିଲେ। ଲୋକସଭା ନିର୍ବାଚନ ଶେଷ ପରେ ଭାରତ ଲୋକତାନ୍ତ୍ରିକ ଦେଶ ଭାବେ ପୂରା ବ
Apr 9,2024, 19:16 PM IST
alt
ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଙ୍କ ବିରୋଧରେ ଦଳର କେତେକ କର୍ମୀ ସ୍ବର ଉଠାଇଛନ୍ତି। ପାରାଦୀପ ନିର୍ବାଚନ ମଣ୍ଡଳୀ ର କୁଜଙ୍ଗ ଓ ରାହାମା ପରେ ଏବେ ପାରାଦୀପ ରେ ବିଧାୟକଙ୍କ ବିରୋଧରେ ମେଳି ହୋଇଛନ୍ତି ବିଜେଡି କର୍ମୀ ଓ ଛାମୁଆ ନେତା। ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ସମ୍ବିତ ରାଉତରାୟ ଓ ତାଙ୍କ ପରିବାର ର କାହାରି କୁ ପାର୍ଥୀ ନକରିବା ପାଇଁ ଦାବୀ କରିଛନ୍ତି କେତେକ କର୍ମୀ। କୁଜଙ୍ଗ ବୈଠକରେ ବିଧାୟକ ଦେଇଥିବା କଟୁ ମନ୍ତବ୍ୟ କୁ ଦୃଢ଼ ଜବାବ ଦେଇଛନ୍ତି ବିରୋଧୀ। ପାରାଦୀପ ଶ୍ରମିକ ଭବନ ରେ ଅନେକ ବିଜେଡି କର୍ମୀ ନେତା ଓ ପାରିଷଦ ବିଧାୟକ ସମ୍ବିତ ରାଉତରାଏ ଙ୍କୁ କିମ୍ବା ତାଙ୍କ ପରିବାର ରୁ କାହାରିକୁ ଟିକେଟ ନଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଛନ୍ତି । ଯଦି ତ
Apr 8,2024, 14:26 PM IST
Read More

Trending news