Marriage broken for rasgulla:ରସଗୋଲାକୁ ନେଇ ବର-କନ୍ୟାଙ୍କ ମଧ୍ୟରେ ଝଗଡ଼ା,ଭାଙ୍ଗିଗଲା ବାହାଘର

ରସଗୋଲା ପାଇଁ ଭାଙ୍ଗିଲା ବାହାଘର। ବେଦିରେ ପଡିସାରଥିଲା ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବେ ବୋଲି ଶପଥ ମଧ୍ୟ ନେଇସାରିଥିଲେ। କିନ୍ତୁ କିଛି କ୍ଷଣରେ ବଦଳି ଯାଇଥିଲା ପରିସ୍ଥିତି ଭାଙ୍ଗିଗଲା ବାହାଘର। ସାତ ଜନ୍ମର ସମ୍ପର୍କ ମଧ୍ୟରେ ପଡିଯାଇଥିଲା ଫାଟ।

Marriage broken for rasgulla:ରସଗୋଲାକୁ ନେଇ ବର-କନ୍ୟାଙ୍କ ମଧ୍ୟରେ ଝଗଡ଼ା,ଭାଙ୍ଗିଗଲା ବାହାଘର
Image Credit: SOCIAL MEDIA

About the Author