Haldwani Riots: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ହଲଦ୍ୱାନୀ ହିଂସା ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଭୟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ବର୍ତ୍ତମାନ ମଲିକ ଏବଂ ମୋଇଦ ମଧ୍ୟ ଦେଶ ତଥା ବିଦେଶରେ ସୁରକ୍ଷା ଏଜେନ୍ସିର ରାଡାରକୁ ଆସିଛନ୍ତି। ଏହି ସମୟରେ ନୈନିତାଲ ପୋଲିସ ଉଭୟଙ୍କୁ

Haldwani Riots: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି

About the Author