କୋରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ, ଶବ ବ୍ୟବଚ୍ଛେଦ କରିବାକୁ ମନା କଲେ ଡାକ୍ତର

ଏହି ଘଟଣାଟି ଅମୃତସରର ବାବା ବକାଳାର ସଠିୱାଲା ଗାଁରେ ଘଟିଛି । ମୃତକଙ୍କ ନାଁ ଗୁରଜେନ୍ଦ୍ରର କୌର ଓ ବଲବିନ୍ଦର କୌର ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ଡାକ୍ତର ପୋଷ୍ଟମୋର୍ଟମ କରିବାକୁ ମନା କରି ଦେଇଛନ୍ତି ।

କୋରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ, ଶବ ବ୍ୟବଚ୍ଛେଦ କରିବାକୁ ମନା କଲେ ଡାକ୍ତର

About the Author