Bharat Ratna 2024: ନରସିଂହ ରାଓ, ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ‘ଭାରତ ରତ୍ନ’

Bharat Ratna 2024: ଶୁକ୍ରବାର କେନ୍ଦ୍ର ସରକାର ପି.ଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେବାସହ ଏହି ମହାନ ବ୍ୟକ୍ତିତ୍ବଙ୍କ ଫଟୋ ମଧ୍ଯ ପୋଷ୍ଟ କରିଛନ୍ତି ।

Bharat Ratna 2024: ନରସିଂହ ରାଓ, ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ‘ଭାରତ ରତ୍ନ’
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author