ମୋନାଲିସା ସେୟାର କଲେ ବେଡରୁମ୍ Video, ଗୋବିନ୍ଦାଙ୍କ ଗୀତରେ ଲଗାଉଛନ୍ତି ଜବରଦସ୍ତ ଠୁମକା
Advertisement

ମୋନାଲିସା ସେୟାର କଲେ ବେଡରୁମ୍ Video, ଗୋବିନ୍ଦାଙ୍କ ଗୀତରେ ଲଗାଉଛନ୍ତି ଜବରଦସ୍ତ ଠୁମକା

ଭୋଜପୁରୀ ଓ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା (Monalisa) ନିଜର ଡ୍ୟାନ୍ସ ଓ ନିଆରା ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରିଥାନ୍ତି । ଏହି ଅଭିନେତ୍ରୀ ନିଜର କଠିନ ପରିଶ୍ରମ ଦ୍ୱାରା ପ୍ରଶଂସକ ପାଖରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲ ଦେଖିବାକୁ ପସନ୍ଦ କରନ୍ତି । ଭୋଜପୁରୀର ପ୍ରମୁଖ

ମୋନାଲିସା ସେୟାର କଲେ ବେଡରୁମ୍ Video, ଗୋବିନ୍ଦାଙ୍କ ଗୀତରେ ଲଗାଉଛନ୍ତି ଜବରଦସ୍ତ ଠୁମକା

ନୂଆଦିଲ୍ଲୀ: ଭୋଜପୁରୀ ଓ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା (Monalisa) ନିଜର ଡ୍ୟାନ୍ସ ଓ ନିଆରା ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରିଥାନ୍ତି । ଏହି ଅଭିନେତ୍ରୀ ନିଜର କଠିନ ପରିଶ୍ରମ ଦ୍ୱାରା ପ୍ରଶଂସକ ପାଖରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲ ଦେଖିବାକୁ ପସନ୍ଦ କରନ୍ତି । ଭୋଜପୁରୀର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ମୋନାଲିସାଙ୍କ (Monalisa) ନାମ ମଧ୍ୟ ଅନ୍ତର୍ଭୁକ୍ତ ।

ପ୍ରାୟତଃ ଲାଇମଲାଇଟରେ ରହିଥାଆନ୍ତି ମୋନାଲିସା 
ଅଭିନୟ ବ୍ୟତୀତ ଅଭିନେତ୍ରୀ ମୋନାଲିସା (Monalisa) ସୋସିଆଲ ମିଡିଆ (Social Media) ସାଇଟରେ ବହୁତ ସକ୍ରିୟ ଅଟନ୍ତି ଓ ନିଜ ପ୍ରଶଂସକଙ୍କ ସହିତ ମଧ୍ୟ ଏହା ମାଧ୍ୟମରେ ସଂଯୁକ୍ତ ରହିଥା’ନ୍ତି । ମୋନାଲିସା ନିଜ ଫଟୋ ଓ ଭିଡିଓ ଯୋଗୁଁ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି । ପ୍ରଶଂସକମାନେ ମୋନାଲିସାର ଲେଟେଷ୍ଟ ଫଟୋ ଓ ଭିଡିଓ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ସେଥିପାଇଁ ମୋନାଲିସା କୌଣସି ପୋଷ୍ଟ କରିବା ମାତ୍ରେ ତାହା ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହୋଇଯାଏ ।

 

 
 
 
 

 
 
 
 
 
 
 
 
 
 
 

A post shared by MONALISA (@aslimonalisa)

ଏହି ଧାରାବାହିକରେ ମୋନାଲିସା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।  ଯେଉଁଥିରେ ସେ ଅଭିନେତା ଗୋବିନ୍ଦା (Govinda) ଓ କରିସ୍ମା କପୁରଙ୍କ (Karishma Kapoor) 'ତୁମ୍ ତୋ ଧୋକେବାଜ୍ ହୋ' ଗୀତରେ ନାଚୁଥିବାର ନଜର ଆସିଛନ୍ତି । ସେ ଏହି ଭିଡିଓକୁ ନିଜ ବେଡ୍ରୁମରେ ଶୁଟ୍ କରିଛନ୍ତି । ଏହି ଭିଡ଼ିଓରେ ସେ ସବୁଜ ରଙ୍ଗର ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବ୍ଲାଙ୍କେଟ ତଳେ ନିଜର ଆସୁଛନ୍ତି ଅଭିନେତ୍ରୀ
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମୋନାଲିସା ବ୍ଲାଙ୍କେଟ ତଳେ ଶୋଇଛନ୍ତି ଓ ହଠାତ୍ ସେ ଉଠି ଗୋବିନ୍ଦା ଓ କରିସ୍ମା କପୁରଙ୍କ ଗୀତ 'ତୁମ୍ ତୋ ଧୋକେବାଜ୍ ହୋ'ରେ ନାଚିବା ଆରମ୍ଭ କରିଦେଉଛନ୍ତି । ଭିଡିଓରେ ତାଙ୍କର ଡ୍ୟାନ୍ସ ମୁଭ ପ୍ରକୃତରେ ପ୍ରଶଂସନୀୟ । ତାଙ୍କର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । 

କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଆଜିକାଲି ମୋନାଲିସା ଟିଭି ଶୋ 'ନମକ ଇସ୍କ କା' ସିରିଏଲରେ ନଜର ଆସୁଛନ୍ତି । ତାଙ୍କ ସହ ଶ୍ରୁତି ଶର୍ମା, ଆଦିତ୍ୟ ଓଜା, ବିଶାଲ ଆଦିତ୍ୟ ସିଂ ମଧ୍ୟ ଏହି ସିରିଏଲରେ କାମ କରୁଛନ୍ତି । ଏହା ବ୍ୟତୀତ ମୋନାଲିସା 'ବିଗ ବସ୍'ର ମଧ୍ୟ ଏକ ଅଂଶ ରହିଛନ୍ତି ।