Budget 2024: ଗରିବଙ୍କ ପାଇଁ ନୂଆ ରେଳ କୋଚ୍, ଘର ଓ ବିଦ୍ୟୁତ୍... ୧୦ଟି ବିନ୍ଦୁରେ ପଢ଼ନ୍ତୁ ଆଜିର ବଜେଟ୍ ହାଇଲାଇଟ୍ସ

Budget 2024 Highlights: ନିର୍ମଳା ସୀତାରମଣ ଆଜି ନୂଆ ସଂସଦ ଗୃହରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ତାଙ୍କ ଘୋଷଣାରେ ସୀତାରମଣ ମହିଳା, କୃଷକ, ବ୍ୟବସାୟୀ ଏବଂ ଅନ୍ୟ ସମସ୍ତଙ୍କ ଜୀବନରେ ଉନ୍ନତି ଆଣିବା ବିଷୟରେ କହିଥିଲେ। ତେବେ ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ ବଜେଟ୍ ବିଷୟରେ ୧୦ ଟି ବଡ଼ କଥା।

Budget 2024: ଗରିବଙ୍କ ପାଇଁ ନୂଆ ରେଳ କୋଚ୍, ଘର ଓ ବିଦ୍ୟୁତ୍... ୧୦ଟି ବିନ୍ଦୁରେ ପଢ଼ନ୍ତୁ ଆଜିର ବଜେଟ୍ ହାଇଲାଇଟ୍ସ
Image Credit: Budget 2024 Highlights

About the Author