Cabinet Decisions: କେନ୍ଦ୍ର କ୍ୟାବିନେଟ କଲା ଅନୁମୋଦନ, ଦେଶରେ ଖୋଲାଯିବ ୮୫ଟି କେନ୍ଦ୍ରୀୟ ଏବଂ ୨୮ ଟି ନବୋଦୟ ବିଦ୍ୟାଳୟ

Cabinet Decisions: ଶୁକ୍ରବାର ଦିନ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଶିକ୍ଷା ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ପିଏମ୍ ଶ୍ରୀ ଅଣାଯାଇଛି। ସମସ୍ତ କେନ୍ଦ୍ରିୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଲୟଙ୍କୁ PM ଶ୍ରୀ ବିଦ୍ୟାଳୟ ଭାବରେ ନାମିତ କରାଯାଇଛି। ଯାହା ଦ୍ୱାରା ଏଗୁଡିକ ମଡେଲ କରାଯାଇପାରିବ।

Cabinet Decisions: କେନ୍ଦ୍ର କ୍ୟାବିନେଟ କଲା ଅନୁମୋଦନ, ଦେଶରେ ଖୋଲାଯିବ ୮୫ଟି କେନ୍ଦ୍ରୀୟ ଏବଂ ୨୮ ଟି ନବୋଦୟ ବିଦ୍ୟାଳୟ
Image Credit: Cabinet decisions

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More