Canada report: ଭାରତ ହେଉଛି ବିଦେଶ ପାଇଁ ଦ୍ୱିତୀୟ ବୃହତ୍ତମ ବିପଦ, କାନାଡା ଜାରି କଲା ରିପୋର୍ଟ

Canada Parliamentary Panel: କାନାଡ଼ା ଜାତୀୟ ସୁରକ୍ଷା ଓ ସଂସଦୀୟ ରିପୋର୍ଟର ପାର୍ଟର ଗୁଇନ୍ଦା ବିଭାଗ କହିଛି "କାନାଡ଼ାର ଗଣତାନ୍ତ୍ରିକ ସଂସ୍ଥା ଓ ପ୍ରକ୍ରିୟା ପାଇଁ ଭାରତ ଦ୍ଵିତୀୟ ବଡ଼ ବିଦେଶ ହସ୍ତକ୍ଷେପ ବିପଦ।" ସଂସଦୀୟ ରିପୋର୍ଟରେ କୁହାଯାଇଛି ଯେ ଭାରତର ପ୍ରଭାବ ଧୀରେ ଧୀରେ ବଢୁଛି।

Canada report: ଭାରତ ହେଉଛି ବିଦେଶ ପାଇଁ ଦ୍ୱିତୀୟ ବୃହତ୍ତମ ବିପଦ, କାନାଡା ଜାରି କଲା ରିପୋର୍ଟ
Image Credit: Canada Parliamentary Panel report

About the Author