Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

Mahua Moitra: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ (Mahua Moitra) ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିବା ଲାଗି ସିବିଆଇକୁ (CBI) ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଲୋକପାଳ (Lokpal) ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି, ସଂସଦରେ ପ୍ରଶ୍ନ ପଚାରିବା (Cash For Query) ଲାଗି ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କ ଠାରୁ ମହୁଆ ଲାଞ୍ଚ ନେଇଥିବା ନେଇ ଅନେକ ପ୍ରମାଣ ରହିଛି ।

Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

About the Author