Election Commission: ନିର୍ବାଚନୀ ପ୍ରଚାରରେ ପିଲାଙ୍କ ବ୍ୟବହାରକୁ ଇସିଙ୍କ ନାଁ

ଶୁ ଶ୍ରମିକ (ନିଷେଧାଦେଶ ଏବଂ ନିୟମାବଳୀ) ସଂଶୋଧନ ଅଧିନିୟମ, ୨୦୧୬ରେ ସଂଶୋଧିତ ଶିଶୁ ଶ୍ରମିକ (ନିଷେଧ ଏବଂ ନିୟମାବଳୀ) ଆଇନ, ୧୯୮୬କୁ କଡାକଡି ପାଳନ କରିବାକୁ ସ୍ପଷ୍ଟ କରିବାକୁ ପଡିବ। ବମ୍ବେ ହାଇକୋର୍ଟର ଏକ ନିଷ୍ପତ୍ତି ଉପରେ ମଧ୍ୟ ଆୟୋଗ ଉଲ୍ଲେଖ କରିଛନ୍ତି। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Election Commission: ନିର୍ବାଚନୀ ପ୍ରଚାରରେ ପିଲାଙ୍କ ବ୍ୟବହାରକୁ ଇସିଙ୍କ ନାଁ

About the Author