CM Kejriwal: ଷଷ୍ଠ ଥର ପାଇଁ ଇଡ଼ି ସମନକୁ ଅଣଦେଖା କଲେ କେଜରିୱାଲ

ନୂଆଦିଲ୍ଲୀ: ଅର୍ଥ ହେରଫେର ସହ ଜଡିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ନୀତି ମାମଲାରେ ଇଡ଼ି ଜାରି କରିଥିବା ଷଷ୍ଠ ସମନକୁ ମଧ୍ୟ ଅଣଦେଖା କରିଛନ୍ତି। ଷଷ୍ଠ ଥର ପାଇଁ ଡାକିବା ସତ୍ତ୍ୱେ ହାଜର ହୋଇନାହାନ୍ତି କେଜରିୱାଲ। ସୋମବାର ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହା ଜଣାପଡିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅର୍ଥ

CM Kejriwal: ଷଷ୍ଠ ଥର ପାଇଁ ଇଡ଼ି ସମନକୁ ଅଣଦେଖା କଲେ କେଜରିୱାଲ

About the Author